ଭୁବନେଶ୍ୱର, ୧୩/୬(ଓଡ଼ିଶା ଭାସ୍କର):
ଆଜିଠୁ ପୁଣି ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । କେବଳ ଜରୁରୀକାଳୀନ ସେବା ଜାରି ରହିବ। ଜୁନ ମାସଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଓ ସଂକ୍ରମଣ ରୋକିବା ପାଇଁ ସପ୍ତାହ ଶେଷରେ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ସରକାର କଟକଣା ଲଗାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ରଜ ପାଇଁଁ ନାଇଟ କର୍ଫ୍ୟୁ କୋହଳ କରାଯାଇଥିଲା। ସନ୍ଧ୍ୟା ୭ଟା ପରିବର୍ତ୍ତେ ୧୦ ଟାରେ କର୍ଫ୍ୟୁ ଲାଗିଥିଲା।
Next Post