fbpx

ଦିନକରେ କରୋନାରେ ୫୧୨ ମୃତ, ୩୬୬୫୨ ଆକ୍ରାନ୍ତ

ନୂଆଦିଲ୍ଲୀ, ୫ା୧୨ (ଓଡିଶା ଭାସ୍କର): ଦିନକ ମଧ୍ୟରେ ସମଗ୍ର ଦେଶରେ କରୋନାରେ ୫୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬୬୫୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ୬୮ ହଜାର ୨୧୧ ଥିବାବେଳେ ୪ ଲକ୍ଷ ୯ ହଜାର ୬୮୯ ଜଣ ଚିକିତ୍ସାଧିନ ରହିଛନ୍ତି । ଦେଶରେ କରୋନାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୯ ହଜାର ୭୦୦କୁ ବୃଦ୍ଧି ପାଇଛି । ଏହି ରିପୋର୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.