fbpx
BJD SKY
BJD SKY

କେନ୍ଦ୍ରାପଡା ଗସ୍ତରେ ୫T ସଚିବ

BJD

କେନ୍ଦ୍ରାପଡା ,୨୦ ।୧୨(ଓଡିଶା ଭାସ୍କର): ୫T ସଚିବ IAS ଭି.କେ. ପାଣ୍ଡିଆନ୍ ଆଜି କେନ୍ଦ୍ରାପଡା ଗସ୍ତ କରିଛନ୍ତି । ମହାକାଳପଡ଼ା ବ୍ଲକରେ ପ୍ରସ୍ତାବିତ ଅଞ୍ଚଳ ସେ ବୁଲି ଦେଖିଛନ୍ତି । ଆଖଡ଼ାଶାଳିରେ ନଦୀ ଭିତ୍ତିକ ବନ୍ଦର ଅଞ୍ଚଳ ବୁଲି ଦେଖିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭି. କେ. ପାଣ୍ଡିଆନ । ତାଙ୍କ ସହ କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.