fbpx

କଟକରୁ ଆଉ ୬ପଜିଟିଭ ଚିହ୍ନଟ

କଟକ, ୧ା୭(ଓଡ଼ିଶା ଭାସ୍କର): କଟକରୁ ଆଜି ଆଉ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୬ ଆକ୍ରାନ୍ତ କ୍ୟାନସର ହସ୍ପିଟାଲର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟ ମଧ୍ୟ ରହିଛନ୍ତି । କ୍ୟାନସର ହସ୍ପିଟାଲରୁ ପୂର୍ବରୁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ୬ଜଣଙ୍କୁ ମିଶାଇ ମୋଟ୍ ୧୫ଜଣ କ୍ୟାନସର ହସ୍ପିଟାଲରୁ ଚିହ୍ନଟ ହୋଇସାରିଲେଣି । ଏନେଇ ସୂଚନା ଦେଇଛନ୍ତି ସିଏମସି କମିଶନର ।

Get real time updates directly on you device, subscribe now.