fbpx

୭ଦିନ ପାଇଁ ରାୟଗଡ଼ା ସଟଡାଉନ

ରାୟଗଡ଼ା, ୨୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ପ୍ରାୟ ସବୁ ଜିଲ୍ଲାରେ କରୋନା ମୁକାବିଲା ନେଇ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଏହାରି ମଧ୍ୟରେ ଆଜି ରାୟଗଡ଼ାକୁ ୭ଦିନିଆ ସଟଡାଉନ ଘୋଷଣା କରିଛନ୍ତିି ଜିଲ୍ଲାପାଳ । ଆସନ୍ତାକାଲିଠାରୁ ୨୯ଯାଏଁ ସଟଡାଉନ ରହିବ ରାୟଗଡ଼ା । ରାୟଗଡ଼ାରେ ୯୬ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.