fbpx

ପ୍ରଭାତ ତ୍ରିପାଠୀଙ୍କୁ ହାଇକୋର୍ଟରୁ ଝଟକା: ଖାରଜ ହେଲା ପିଟିସନ

ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଝଟକା । ପ୍ରଭାତଙ୍କ ପିଟିସନ ଖାରଜ କଲେ ଓଡ଼ିଶା ହାଇକୋର୍ଟ । ସିବିଆଇ ଏଫଆଇଆର ରଦ୍ଧ କରିବାକୁ ପିଟିସିନ କରିଥିଲେ ପ୍ରଭାତ । ଏଫଆଇଆର ରଦ୍ଧ ପାଇଁ ହୋଇଥିବା ପିଟିସନ ଖାରଜ କଲେ କୋର୍ଟ । ପିଟିସନ ଖାରଜ ହେବାରୁ ସିବିଆଇର ମାମଲା ଚାଲୁ ରହିବ । ପ୍ରଭାତଙ୍କ ପିଟିସନ ଖାରଜ ନେଇ ସୂଚନା ଦେଇଛନ୍ତ ସିବିଆଇ ଓକିଲ ସାର୍ଥକ ନାୟକ । ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଥିଲେ ପ୍ରଭାତ ତ୍ରିପାଠୀ ।

Get real time updates directly on you device, subscribe now.