fbpx

କରାଚୀରେ ଭୟଙ୍କର ବିସ୍ଫୋରଣରେ: ୧୦ ମୃତ

ପାକିସ୍ତାନର ବନ୍ଦର ନଗରୀ କରାଚିରେ ଭୟଙ୍କର ବିସ୍ଫୋରଣ । କରାଚି ଶେରଶାହା ଛକରେ ଥିବା ଏକ କୋଠାରେ ବିସ୍ଫୋରଣ । ବିସ୍ଫୋରଣରେ ୧୦ ମୃତ, ଅନେକ ଲୋକ ଆହତ ହୋଇଥିବା ସୂଚନା । ପୋଲିସ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସୂଚନା ।

ମିଳିଥିବା ସୂଚନା ଅନୁଯାୟୀ ଶେରଶାହା ଅଞ୍ଚଳର ଏକ ବ୍ୟାଙ୍କ ତଳେ ଥିବା ନାଳରେ ଗ୍ୟାସ ଜମା ହେବା କାରଣରୁ ବିସ୍ଫୋରଣ ହୋଇଛି । ଏହି ଗ୍ୟାସରେ କିପରି ଭାବେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.