fbpx

ଏନକାଉଣ୍ଟରରେ ୬ ମାଓବାଦୀ ନିହତ

ନୂଆଦିଲ୍ଲୀ: ଆନ୍ଧ୍ରରେ ଏନକାଉଣ୍ଟରେ ୬ ମାଓବାଦୀ ନିପାତ ହୋଇଛନ୍ତି । ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି । ଏକକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଛନ୍ତି ସୁରକ୍ଷାବଳ । ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ପକ୍ଷରୁ ଏନକାଉଣ୍ଟର ସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Get real time updates directly on you device, subscribe now.