fbpx

ଅବସରପ୍ରାପ୍ତ ନୌସେନାଧିକାରୀ ଏସ୍.ଏଚ୍.ଶର୍ମାଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ

ଭୁବନେଶ୍ୱର: ଅବସରପ୍ରାପ୍ତ ନୌସେନାଧିକାରୀ ଏସ୍.ଏଚ୍.ଶର୍ମାଙ୍କ ପରଲୋକ । ମୃତ୍ୟୁ ବେଳକୁ ଏସ୍.ଏଚ୍.ଶର୍ମାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏସ୍.ଏଚ୍.ଶର୍ମା ପରମ ବିଶିଷ୍ଟ ସେବା ମେଡାଲ ହାସଲ କରିଥିଲେ । ୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧରେ ଅଂଶ ଗ୍ରହଣ କରିଥିଲେ । ଭାରତ-ପାକ୍ ଯୁଦ୍ଧରେ ଇଷ୍ଟର୍ଣ୍ଣ ଫ୍ଲିଟର ଏଫଓସି ଭାବେ କାର୍ଯ୍ୟ କରିଥିଲେ । ଏସ୍.ଏଚ୍.ଶର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଶୋକ ।

Get real time updates directly on you device, subscribe now.