fbpx

HIV ସଂକ୍ରମିତ ବୋଲି ସ୍ୱାମୀର ହାତ ଛାଡିଲେ ସ୍ତ୍ରୀ, ଅସହାୟ ସମୟରେ ସାହା ହେଲେ ପଡୋଶୀ: ଦେଖନ୍ତୁ ଭିଡିଓ…

ସ୍ୱାମୀ ଏଚଆଇଭି ସଂକ୍ରମିତ ଚି଼ହ୍ନଟ ହେବା ପରେ, ସ୍ତ୍ରୀ ଛାଡିଲେ ଘର  । ସ୍ତ୍ରୀ ସିନା ସ୍ୱାମୀ ଙ୍କୁ ଛାଡି ଚାଲିଗଲା, ହେଲେ ଅସହାୟ ଅବସ୍ଥାରେ ଗାଁ ଲୋକ ଯୁବକ ଙ୍କ ସାହା ପାଲଟିଛନ୍ତି  । ଯାହାକୁ ସାତ ଜନମର  ସାଥି କରିବା ପାଇଁ ଦିନେ  ଘର ଛାଡିଥିଲେ  । ଆଜି ସ୍ୱାମୀ ଏଚଆଇଭି ସଂକ୍ରମିତ ଜାଣିବା ପରେ ସ୍ୱାମୀଙ୍କର ହାତ ଛାଡିଦେଲେ ସ୍ତ୍ରୀ  । ନିଜ ସ୍ୱାମୀଙ୍କୁ ପର କରିଦେଇ ନିଜ ଘରକୁ ପଳାଇଲେ ସ୍ତ୍ରୀ ।

ଏଭଳି ସ୍ଥିତିରେ ସ୍ୱାମୀ ଅସହାୟ ଅବସ୍ଥାରେ  ନିଜ ସ୍ତ୍ରୀ ଆଉ ପିଲା କୁ ଝୁରି ହେଉଥିବା ବେଳେ, ଗାଁ ଲୋକ ସେମାନଙ୍କ ସହ ମିଶି ଯୁବକଙ୍କର ଆତ୍ମ ମନୋବଳ ବଢ଼ାଇଛନ୍ତି । ଆଉ ସେପଟେ ପୂର୍ବ ଭଳି ପୁଅ, ବୋହୂ ଓ ନାତୁଣୀ ଙ୍କୁ ଏକାଠି ଦେଖିବା ପାଇଁ ଘର ଲୋକ ବ୍ୟାକୁଳ ହୋଇଛନ୍ତି  । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.