ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ୨୦୨୨ରେ ସୀତାରମଣ ଅନେକ କିଛି ଘୋଷଣା କରାଯାଇଛି । ଅନେକ କିଛି ଜିନିଷ ଶସ୍ତା ହୋଇଛି । ତେବେ ବଜେଟ୍ ଉପସ୍ଥାପନ ସମୟରେ ସଂସଦରେ ଉପସ୍ଥିତ ଥିବା ସମସ୍ତ ସାଂସଦ ନିର୍ମଳାଙ୍କ ଘୋଷଣାକୁ ଧ୍ୟାନର ସହିତ ଶୁଣୁଥିବା ଦେଖିବାକୁ ମିଳିଛି । ହେଲେ ଏହା ଭିତରେ ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ରିଆକ୍ସନ୍ ସାମନାକୁ ଆସିଛି । ତାଙ୍କର ଏକ ଫଟୋ ଭାଇରାଲ୍ ହେଉଛି । ସେଥିରେ ସେ ମୁଣ୍ଡକୁ ଧରି ବସିଥିବା ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ୟୁଜର୍ସ ମାନେ ରାହୁଲଙ୍କ ଫଟୋକୁ ନେଇ ମିମ୍ସ କରୁଥିବା ଦେଖିବାକୁ ମିଳିଛି ।
मुझे समझ नहीं आ रहा मतलब बजट गरीब, किसान, दलित विरोधी है @RahulGandhi #AatmanirbharBharatKaBudget#Budget2022 pic.twitter.com/XiYbcVJkyc
— Sahil Khurana (@sahilkhurana09) February 1, 2022
Rahul Gandhi thinking why is #Budget2022 even presented : pic.twitter.com/A9rVkdmxop
— Shraddha | श्रद्धा ?? (@SsoulImmortal) February 1, 2022