fbpx

(Video) ପାଣି ଭିିତରେ ଚିତାବାଘର କମାଲ୍: ପହଁରି ପହଁରି କରୁଛି ଶୀକାର, ଦେଖନ୍ତୁ ଭିଡିଓ…

ଆଜିକାଲି ସୋସିଆଲ ମିଡିଆ ଖୋଲିଲେ ଏଭଳି କିଛି ଭିଡିଓ ଆପଣ ଦେଖିବାକୁ ପାଇଥାନ୍ତି । ଯାହାକୁ ଦେଖିବାକୁ ବାରମ୍ବାର ମନ ହୋଇଥାଏ । ଆଉ ଏଭଳି ଭିଡିଓ ଖୁବ ପସନ୍ଦ ଆସିଥାଏ । ଆଉ କିଛି ଏମିତି ଭିଡିଓ ଅଛି ଯାହା ଆମକୁ ଆଶ୍ଚର୍ଯ୍ୟଚକିତ କରେ ।

ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣ ମଧ୍ୟ ଏହି ମଜାଦାର ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବା ସହ ଏହା ଆପଣଙ୍କୁ ଖୁବ ପସନ୍ଦ ଆସିବ । ଭାଇରାଲ ଭିଡିଓରେ ଚିତାବାଘଟି ପାଣିରେ ପଶି ଶିକାର କରୁଛି । ଚିତାବାଘଟି ପାଣି ଭିତରେ ପଶି ବାରମ୍ବାର ନିଜର ଶୀକାରରୁ ଖାଇବାକୁ ଚେଷ୍ଟା କରୁଛି । ଏହା ସହ ଖୁବ୍ ଭଲ ଭାବରେ ପହଁରି ମଧ୍ୟ ପାରୁଛି । ତେବେ ଚିତାବଘର ପାଣି ଭିତରେ ପଶି ଖାଦ୍ୟ ଖାଇବାର ଏହି ଅଜବ ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି ।

Get real time updates directly on you device, subscribe now.