fbpx

ନିୟମକୁ ବେଖାତିର: ନିର୍ବାଚନ ବେଳେ ମଦର ବନ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନ ବେଳେ ଭାସୁଛି ମଦ । ୧୯ ଦିନରେ ୧ ଲକ୍ଷ ୧୩ ହଜାର ୬୮୬ ଲିଟର୍ ମଦ ଜବତ କରାଯାଇଛି । ଜାନୁଆରୀ ୧୯ରୁ ଫେବୃଆରୀ ୬ ମଧ୍ୟରେ ଜବତ ହୋଇଛି ଏହି ମଦ । ଆଦର୍ଶ ଆଚରଣ ବିଧି ଲାଗୁ ପରେ ଏତେ ପରିମାଣରେ ମଦ ଜବତ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି ପୋଲିସ୍ ଡିଜି । ୪୭୧.୮୬ ଗ୍ରାମ ଡ୍ରଗ୍ସ, ୨୭ଟି ବେଆଇନ୍ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହି କ୍ରମରେ ୧୪୯୨ ଜଣଙ୍କ ନାଁରେ ୱାରେଣ୍ଟ୍ ହୋଇଛି ।

Get real time updates directly on you device, subscribe now.