fbpx

(Video) ବେଳାଭୂମିରେ ଲାଗିଲା ବିଶାଳକାୟ ମାଛ: ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ଗଞ୍ଜାମ ବେଳାଭୂମିରେ ବିଶାଳକାୟ ତିମି ମାଛ । ମାଛଟିକୁ ଦେଖିବା ପାଇଁ ଲାଗିଲା ଭିଡ଼ ।

ସୂଚନା ଅନୁଯାୟୀ, ବୁଧବାର ଏକ ବିଶାଳକାୟ ତିମି ମାଛ ଗଞ୍ଜାମ ନିୟୁ ପୋଡ଼ମପେଟା ବେଳାଭୂମିକୁ ଚାଲି ଆସିଥିବା ଦେଖିଥିଲେ । ମାତ୍ର ପୁଣିଥରେ ସମୁଦ୍ରକୁ ଫେରିପାରିନଥିଲା । ତେବେ ସ୍ଥାନୀୟ ଲୋକ ପ୍ରଥମେ ନିଜସ୍ୱ ଉଦ୍ୟମରେ ମାଛଟିକୁ ସମୁଦ୍ରକୁ ସୁରକ୍ଷିତ ଭାବରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେପଟେ ସୂଚନା ପାଇଁ ବନବିଭାଗ ଏବଂ ପ୍ରଶାସନ ତରଫରୁ ମାଛଟିକୁ ଉଦ୍ୟମ ଜାରି ରହିଛି ।

Get real time updates directly on you device, subscribe now.