ନୂଆଦିଲ୍ଲୀ: ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍ମି ପକ୍ଷରୁ ଏହାର ନୂଆ ୟୁଥ୍ ଫ୍ଲାଗ୍ସି୍ ସ୍ମାର୍ଟଫୋନ୍- ରିଅଲ୍ମି ୯ ପ୍ରୋ ୫ଜି ଓ ରିଅଲ୍ମି ୯ ପ୍ରୋ+ ୫ଜିର ଶୁଭାରମ୍ଭ କରାଯାଇଛି । ରିଅଲ୍ମି ୯ ପ୍ରୋ ସିରିଜ୍ ୫ଜି, ମିଡ୍-ରେ୍ ସେଗ୍ମେଣ୍ଟ୍ରେ ଏକ ଫ୍ଲାଗ୍ସି୍ କ୍ୟାମେରା, କଲର୍ ଚେ୍ ଇଫେକ୍ଟ ସହ ଏକ ଆକର୍ଷଣୀୟ ଲାଇଟ୍ ସିଫ୍ଟ ଡିଜାଇନ୍ ଏବଂ ଉକ୍ରୃଷ୍ଟମାନର ପ୍ରଦର୍ଶନ ପ୍ରଦାନ କରିବା ପାଇଁ ଶକ୍ତିଶାଳୀ ୫ଜି ପ୍ରୋସେସର ଆଣିଛି । ରିଅଲ୍ମି ୯ ପ୍ରୋ+୫ଜି ହେଉଛି ମିଡିଆଟେକ୍ ଡାଇମେନ୍ସିଟି ୯୨୦ ୫ଜି ପ୍ରୋସେସର ଦ୍ୱାରା ପରିଚାଳିତ ବିଶ୍ୱର ଅନ୍ୟତମ ପ୍ରଥମ ସ୍ମାର୍ଟଫୋନ୍ ଏବଂ ଏହା ଏକ ଫ୍ଲାଗ୍ସିପ୍ ୫୦ଏମ୍ପି ସୋନି ଆଇଏମ୍ଏକ୍ସ୭୬୬ ଓଆଇଏସ୍ କ୍ୟାମେରା ସହ ଆସୁଛି ।
ଏଥିରେ ହାର୍ଟ ରେଟ୍ ସେନ୍ସର ସହିତ ଭାରତର ପ୍ରଥମ ଇନ୍-ଡିସ୍ପ୍ଲେ ଫିଙ୍ଗରପ୍ରିଂଟ୍ ସେନ୍ସର ରହିଛି ଏବଂ ଏହା ୬୦ୱାଟ୍ ସୁର୍ଡାର୍ଟ ଚାର୍ଜିଙ୍ଗ୍ ସହିତ ଏକ ୪୫୦୦ ଏମ୍ଏଏଚ୍ ବ୍ୟାଟେରୀ ସହ ଆସୁଛି । ରିଅଲ୍ମି ୯ ପ୍ରୋ+ ୫ଜି ୩ଟି ଆକର୍ଷଣୀୟ ରଙ୍ଗ ଓ ୩ଟି ଷ୍ଟୋରେଜ୍ ଭାରିଆଣ୍ଟ୍ରେ ଉପଲବ୍ଧ ହେବ ଏବଂ ଏହାର ମୂଲ୍ୟ (୬+୧୨୮ଜିବି) ପାଇଁ ୨୪,୯୯୯ଟଙ୍କା, (୮+୧୨୮ଜିବି) ପାଇଁ ୨୬,୯୯୯ଟଙ୍କା ଓ (୮+୨୫୬ଜିବି) ପାଇଁ ୨୮,୯୯୯ଟଙ୍କା ରହିଛି । ଏହି ଶୁଭାରମ୍ଭ ଉପରେ ମତ ରଖି ରିଅଲ୍ମି ଇଣ୍ଡିଆର ସିଇଓ, ରିଅଲ୍ମିର ଭିପି ଓ ରିଅଲ୍ମି ଇଣ୍ଟର୍ନ୍ୟାଶନାଲ ବିଜ୍ନେସ୍ ଗ୍ରୁ୍ର