fbpx

UGC ରେ ବନ୍ଦ ହେବ ଅଫଲାଇନ କାର୍ଯ୍ୟକ୍ରମ: ଏଥର ଡିଜିଟାଲ ମୋଡରେ ଚାଲିବ ୟୁଜିସି

ନୂଆଦିଲ୍ଲୀ: UGCରେ ଫିଜିକାଲ ମୋଡ ବଦଳରେ ଏଥର ଇ-ଅଫିସ ମୋଡରେ ହେବ କାମ । ଆଉ ଚଳିବନି ଫିଜିକାଲ ଫାଇଲ । ସଂଗଠନରେ ଏଥର ଫିଜିକାଲ ବଦଳରେ ଇ-ଅଫିସ ମାଧ୍ୟମରେ କାମ କରିବାକୁ ନିଷ୍ପତ୍ତି ନେଇଛି UGC । ଏଭଳି ଏକ ନିଷ୍ପତ୍ତି କେବଳ ଯେ ଅପରେସନ ପେପରକୁ ମୁକ୍ତ କରିବ ତା ନୁହେଁ । ଏହି ନିଷ୍ପତ୍ତି ହିତାଧିକାରୀମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇପାରିବ । ଏ ନେଇ ସୂଚନା ଦେଇଛନ୍ତି ୟୁନିଭର୍ସିଟି ଗ୍ରାଣ୍ଟସ କମିଶନ ବା ୟୁଜିସି ।

UGC Recruitment 2021: Apply for Academic Consultant post at ugc.ac.in,  salary up to Rs 80,000, details here | Jobs Career News | Zee NewsUGC panel prepares draft guidelines for 'blended teaching' in universities,  colleges - Times of India

Get real time updates directly on you device, subscribe now.