ସାବଧାନ୍! ମୁଣ୍ଡ ପାଖରେ ପାଣି ବୋତଲ ସହିତ ରଖନ୍ତୁ ନାହିଁ ଏହି ଜିନିଷ: ସାରା ଜୀବନ ପାଇଁ ହୋଇଯିବେ କାଙ୍ଗାଳ

ମଣିଷ ଜୀବନରେ ବାସ୍ତୁ ଶାସ୍ତ୍ରର ଖାସ୍ ମହତ୍ୱ ରହିଛି । ବାସ୍ତୁ ଜଣେ ବ୍ୟକ୍ତିର ଜୀବନରେ ଅନେକ ପ୍ରଭାବିତ କରିଥାଏ । ବାସ୍ତୁ ଶାସ୍ତ୍ର ହିସାବରେ ଘରର ଦିଗ ଓ ଘରେ ରଖାଯାଇଥିବା ଜିନିଷଗୁଡ଼ିକର କିଛି ନା କିଛି ଅର୍ଥ ରହିଥାଏ । ଶୋଇବା ସମୟରେ ମୁଣ୍ଡପାଖରେ ରଖାଯାଇଥିବା କିଛି ନିଜିଷ ବାସ୍ତୁଦୋଷର କାରଣ ହୋଇପାରେ । ଏହା ସହ ଏହି ଜିନିଷକୁ ମୁଣ୍ଡ ପାଖରେ ରଖି ଶୋଇବା ଦ୍ୱାରା ଜୀବନରେ ନକାରାକ୍ରତା ଆସିଥାଏ । ତେବେ ଶୋଇବା ସମୟରେ ମୁଣ୍ଡ ପାଖରେୁ କ’ଣ ରଖିବା ଅନୁଚିତ୍, ଆସନ୍ତୁ ଜାଣିବା …

ବାସ୍ତୁଶାସ୍ତ୍ର ହିସାବରେ, ଖବରକାଗଜ, ବହି, ମ୍ୟାଗଜିନ୍ ଇତ୍ୟାଦି କଦାପି ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଜୀବନରେ ନକାରାତ୍ମକତା ଆସିିଥାଏ । ଏହା ବ୍ୟତୀତ ଜୀବନରେ ଅନାବଶ୍ୟକ ଚାପ ମଧ୍ୟ ରହିଥାଏ ।

ହେମଦସ୍ତା :-
ବାସ୍ତୁ ଶାସ୍ତ୍ରୀ ଅନୁସାରେ, ରାତିରେ ଶୋଇଥିବାବେଳେ ହେମଦସ୍ତାକୁ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ । ଏହାକୁ ରଖିବା ଦ୍ୱାରା ବୈବହିତ ସମ୍ପର୍କରେ ଟେନସନ ସ୍ଥିତି ସୃଷ୍ଟି ହୁଏ । ଏହା ବ୍ୟତୀତ ଜୀବନରେ ସୁଖ ଏବଂ ଶାନ୍ତିର ଅଭାବ ହେବାକୁ ଲାଗେ ।

ऑनलाइन क्वालिटी स्टोर Okhli and Musal, Khalbatta Okhli Mashers (1 एल्युमिनियम + 1 लकड़ी) : Amazon.in: घर और किचन

ପାଣି ବୋତଲ:-
ବାସ୍ତୁ ଶାସ୍ତ୍ରୀ ଅନୁସାରେ, ମୁଣ୍ଡ ପାଖରେ ପାଣିରେ ପରିପୂର୍ଣ୍ଣ ପାତ୍ରକୁ କେବେବି ରଖିବା ଉଚିତ୍ ନୁହେଁ । କାରଣ ଏଥିରେ ଚନ୍ଦ୍ର ଗ୍ରହ ପ୍ରଭାବିତ ହୋଇଥାଏ, ଯେଉଁ କାରଣରୁ ମାନସିକ ରୋଗ ହେବାର ଆଶଙ୍କା ଥାଏ ।

ପର୍ସ :-
ବାସ୍ତୁ ଶାସ୍ତ୍ରୀ ଅନୁସାରେ, ପର୍ସ, ୱାଲେଟକୁ ମୁଣ୍ଡ କିମ୍ବା ତକିଆ ତଳେ ରଖିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଜୀବନରେ ଆର୍ôଥକ ସମସ୍ୟା ଦେଖାଦେଇପାରେ ।

ଜୋତା-ଚପଲ:-
ଅଧିକାଂଶ ଲୋକ ଶୋଇବା ସମୟରେ ବେଡ ପାଖରେ ଜୋତା ଏବଂ ଚପଲ ବାହାର କରି ରଖିଦିଅନ୍ତି । ବାସ୍ତୁ ଶାସ୍ତ୍ରୀ ଅନୁସାରେ ଏହା ଠିକ୍ ନୁହେଁ । ଏପରି କରିବା ଦ୍ୱାରା ଜୀବନରେ ନକାରାତ୍ମକ ଶକ୍ତି ଆସିଥାଏ ।

Heel Shoes Near a Bed. by stockfilmstudio | VideoHive

ତେଲ :-
ବାସ୍ତୁ ଶାସ୍ତ୍ରୀ ଅନୁସାରେ, ମୁଣ୍ଡ ପାଖରେ ତେଲ ବୋତଲ ରଖିବା ଉଚିତ୍ ନୁହେଁ । ବାସ୍ତବରେ, ଏହି କାରଣରୁ ଆମକୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।