fbpx

୫ରୁ ୧୨ ବର୍ଷ ପିଲାଙ୍କୁ କୋର୍ବେଭାକ୍ସ ଟିକା!

ନୂଆଦିଲ୍ଲୀ: ୫ରୁ ୧୨ ବର୍ଷ ପିଲାଙ୍କ ପାଇଁ ପ୍ରସ୍ତୁତ ହେଲା କୋଭିଡ ଟିକା । ହାଇଦ୍ରାବାଦ ବାୟୋଲୋଜିକାଲ-ଇ କମ୍ପାନୀ ପ୍ରସ୍ତୁତ କରିଛି କୋଭିଡ ଟିକା । ବାୟୋଲୋଜିକାଲ-ଇ କମ୍ପାନୀ ପ୍ରସ୍ତୁତ କରିଛି କୋର୍ବେଭାକ୍ସ ଟିକା ଜରୁରୀ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ସୁପାରିସ କରିଥିବା ସୂଚନା ମିଳିଛି । ଜରୁରୀ ବ୍ୟବହାର ପାଇଁ ଡିସିଜିଆ ଖୁବଶୀଘ୍ର ଅନୁମତି ଦେବା ନେଇ ଆଶା ରହିଛି । ସୂଚନା ଥାଉ କି ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ଗତ ମାସରେ ଦେଶରେ ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.