fbpx

ଜାଣନ୍ତୁ ପ୍ରତାପ କେଶରୀ ଦେବଙ୍କୁ ମିଳିଲା କେଉଁ ମନ୍ତ୍ରଳାୟ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେହିପରି କ୍ୟାବିନେଟ ମନ୍ତ୍ରୀ ଭାବେ ସପଥ ନେଲେ ପ୍ରତାପ କେଶରୀ ଦେବ । ତାଙ୍କୁ ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଦାୟିତ୍ୱ ମିଳିଛି । ସେ ୨୦୧୭ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୧୯ରେ ଆଳି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲ । ସେ କଳାରେ ସ୍ନାତକ ହାସଲ କରିଛନ୍ତି ।

 

 

 

 

Get real time updates directly on you device, subscribe now.