୨୪ ଘଣ୍ଟା AC ଚଳାଇଲେ ବି କମ୍ ଆସିବା ବିଜୁଳି ବିଲ! କରିବାକୁ ପଡିବ ଏହି ଛୋଟ କାମ

ଗରମ ଏତେ ବଢିଯାଇଛି ଯେ ୨୪ ଘଣ୍ଟା AC ଚଳାଇବାକୁ ପଡୁଛି । କିନ୍ତୁ ଏପରି ପରିସ୍ଥିତିରେ ବିଜୁଳି ବିଲକୁ ନେଇ ଲୋକଙ୍କ ଟେନସନ ବଢିଯାଉଛି । AC ଚଳାଇବା ଦ୍ଵାରା ଅଧିକ ବିଜୁଳି ଖର୍ଚ୍ଚ ହେବାର ମଧ୍ୟ ଆଶଙ୍କା ଥାଏ। ଏହି ସମସ୍ୟାରୁ ମୁକ୍ତିପାଇବାର ମଧ୍ୟ ସହଜ ଉପାୟ ରହିଛି । ଅର୍ଥାତ ଅଧିକ ବିଜୁଳି ବ୍ୟବହାର କଲେ ମଧ୍ୟ କମ ବିଲ ଆସିବ। ଏପରି ଏକ ଡିଭାଇସ୍‌ ଅଛି, ଯାହାକୁ ବ୍ୟବହାର କଲେ ବିଜୁଳି ବିଲ ବହୁତ କମ ଆସିବ। ଆଉ ଏଥିରୁ ଆପଣ ଗରମରୁ ସହଜରେ ରକ୍ଷା ପାଇପାରିବେ। ଡିଭାଇସର ଦାମ ବହୁତ କମ। ଏବେ ଜାଣନ୍ତୁ ସେହି ଡିଭାଇସ ସମ୍ପର୍କରେ..

SiSAH 230V Energy Saving Socket ଏପରି ଏକ ଡିଭାଇସ ଯାହାଦ୍ୱାରା ଆପଣ ଗରମରୁ ରକ୍ଷା ପାଇପାରିବେ। ଏହାର ଦାମ କମ। ଆପଣ ଏହାକୁ କେବଳ ସର୍କେଟରେ ଲଗାଇବାକୁ ପଡ଼ିବ। କିନ୍ତୁ ଧ୍ୟାନ ରଖିବେ ଯେମିତି ଲଗାଇବା ସମୟରେ ଘରେ ଭୋଲଟେଜ ଯେପରି କମ ନଥିବ। ଏଥିରେ ଡିଜିଟାଲ ଡିସପ୍ଲେ ମଧ୍ୟ ରହିଛି। ଯେଉଁଥିରୁ ବିଜୁଳି ସମ୍ବନ୍ଧିତ ସବୁ ପ୍ରକାର ସୂଚନା ମିଳିଥାଏ। ଏହା ବ୍ଲୁଟୁଥ ଏନାବଲଡ୍‌ ନୁହେଁ, କିନ୍ତୁ ଆପଣ ଏଥିରେ ଓ୍ଵାଇଫାଇ କନେକ୍ଟ କରିପାରିବେ। ଏହା ମଲ୍ଟି କଲରରେ ଆସିଥାଏ। ଏହା ପୂର୍ଣ୍ଣ ରୂପେ ପ୍ଲାଷ୍ଟିକ ରେ ତିଆରି ହୋଇଥାଏ। ଫ୍ଲିପକାର୍ଟରେ ଏହା କିଣିଲେ ଆପଣଙ୍କୁ ୭ଦିନର ରିପ୍ଲେସମେଣ୍ଟ ପଲିସି ମଧ୍ୟ ମିଳିବ।

SiSAH 230V Energy Saving Socket ର ଦାମ ୧,୯୯୯ ଟଙ୍କା କିନ୍ତୁ ଏହାକୁ ଆପଣ ଫ୍ଲିପକାର୍ଟରେ ୧୩,୯୯ ଟଙ୍କାରେ କିଣିପାରିବେ। ଏଥିରେ ୩୦% ଭାରି ଡିସକାଉଣ୍ଟ ମଧ୍ୟ ମିଳୁଛି। ଯଦି ଆପଣ ଫ୍ଲିପକାର୍ଟର ଆକ୍ସିସ ବ୍ୟାଙ୍କ କାର୍ଡରୁ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କୁ ୫% ଡିସକାଉଣ୍ଟ ମିଳିବ।