• Likes
  • Followers
  • Subscribers
  • Followers
  • Android App
  • Thursday, June 26, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Featured
  • ଭାରତରେ ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟ ବ୍ୟାନ୍, ବିଚଳିତ ପାକିସ୍ତାନ

ଭାରତରେ ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟ ବ୍ୟାନ୍, ବିଚଳିତ ପାକିସ୍ତାନ

By Abinash Kumar Dhal Last updated Jun 28, 2022 at 1:16 PM
Share

ନୂଆଦିଲ୍ଲୀ: ପାକିସ୍ତାନକୁ ଝଟକା ଦେଲା ଭାରତ। ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ। ଏହି ଟୁଇଟର ହ୍ୟାଣ୍ଡେଲ୍ ଜରିଆରେ ମିଥ୍ୟା ଖବର ଏବଂ ଗୁଜବ ପ୍ରଚାର କରାଯାଉଥିବା ଅଭିଯୋଗରେ ଏମିତି ପଦକ୍ଷେପ ନିଆଯାଇଛି। ଭାରତର ଏହି କାର‌୍ୟ୍ୟାନୁଷ୍ଠାନ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଉକ୍ତ ଟୁଇଟର ଆକାଉଣ୍ଟକୁ ପୁଣି ଥରେ ଚାଲୁ କରାଇବାକୁ ଅନୁରୋଧ କରାଯାଇଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ଟୁଇଟର ଦ୍ଵାରା ଇରାନ, ତୁର୍କୀ, ଇଜିପ୍ଟ ଏବଂ ୟୁଏଇରେ ପାକିସ୍ତାନୀ ଦୂତାବାସର ଟୁଇଟର ଆକାଉଣ୍ଟ ବ୍ୟାନ୍ କରାଯାଇଛି। ଏପରିକି ଆହୁରି ଅନେକ ଟୁଇଟର ଆକାଉଣ୍ଟକୁ ଭାରତ ବ୍ୟାନ୍ କରିଥିବା ଦାବି କରିଛି ପାକିସ୍ତାନ। ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଟୁଇଟର ପାକିସ୍ତାନର ଜାତୀୟ ସାର୍ବଜନୀନ ପ୍ରସାରକ ରେଡିଓ ପାକିସ୍ତାନର ଆକାଉଣ୍ଟକୁ ବନ୍ଦ କରି ଦେଇଥିଲା। ପାକିସ୍ତାନୀ ଦୂତାବାସର ଟୁଇଟର ଆକାଉଣ୍ଟ ଭାରତ ବିରୋଧରେ ଘୃଣା, ବିଦ୍ଵେଷକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଥିଲା। ଏହାରି ଆଧାରରେ ଟୁଇଟର ଇଣ୍ଡିଆ ଏହି କାର‌୍ୟ୍ୟାନୁଷ୍ଠାନ ନେଇଛି।

 

Pakistan Foreign Ministry urges Twitter “to restore immediate access to its accounts after Twitter in India withheld official accounts of Pakistan embassies in Iran, Turkey, Egypt, UN.” pic.twitter.com/zp54AU0Jk8

— ANI (@ANI) June 27, 2022

ଆହୁରି ପଢନ୍ତୁ

ୟୁରିକ ଏସିଡ୍ ବଢ଼ିଲେ ପରିସ୍ରାରେ ଦେଖାଯାଏ ଏହି…

ପୃଥିବୀକୁ ଭୁଲିଯାଅ, ସ୍ୱର୍ଗରେ ମଧ୍ୟ ଭୋଜପୁର…

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନିକଟରେ ନୂପୁର ଶର୍ମା ବିବାଦରେ ମଧ୍ୟ ବ୍ୟାନ ହୋଇଥିବା ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରାଯାଇଥିଲା। ପାକିସ୍ତାନ ଇସଲାମିକ ଦେଶର ସଂଗଠନ ଓଆଇସିର ବାହାନାରେ ମିଳିତ ଜାତିସଂଘରେ ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ପ୍ରସଙ୍ଗ ଉଠାଇଥିଲା। ଏହା ଉପରେ ଭାରତ ମୁହଁତୋଡ ଜବାବ ଦେଇ ପାକିସ୍ତାନର ମୁହଁ ବନ୍ଦ କରି ଦେଇଥିଲା।

Share

Prev Post

ବ୍ୟାଙ୍କର ଘରୋଇକରଣ ଉପରେ ମୌସୁମୀ ଅଧିବେଶନରେ ବିଲ୍ ଆଣିବେ କେନ୍ଦ୍ର ସରକାର, ଏମିତି ରହିଛି ରୂପରେଖ

Next Post

ଆସନ୍ତାକାଲି ନବଯୌବନ ଦର୍ଶନ: ଜାଣନ୍ତୁ କେତେବେଳେ ଭକ୍ତଙ୍କୁ ଦେଖାଦେବେ ଶ୍ରୀଜିଉ?

You might also like More from author
Featured

ୟୁରିକ ଏସିଡ୍ ବଢ଼ିଲେ ପରିସ୍ରାରେ ଦେଖାଯାଏ ଏହି ୫ଟି ଲକ୍ଷଣ, ତୁରନ୍ତ ଖାଦ୍ୟରୁ ବାହାର କରନ୍ତୁ ଏହି…

Breaking News

ପୃଥିବୀକୁ ଭୁଲିଯାଅ, ସ୍ୱର୍ଗରେ ମଧ୍ୟ ଭୋଜପୁର ଚାଷୀମାନଙ୍କୁ ମିଳୁଛି ସମ୍ମାନ

ଖବର

୧ ବର୍ଷର ଝିଅ ନାଁରେ ୬ କୋଟିର କାର୍, ନମ୍ୱର ପ୍ଲେଟ୍, ସିଟ୍ ସବୁଠି ଝିଅର ନାଁ

ଖବର

ମହାକାଶରେ ପହଞ୍ଚି ଭାରତୀୟଙ୍କ ପାଇଁ ପ୍ରଥମ ବାର୍ତ୍ତା ପଠାଇଲେ ଶୁଭାଂଶୁ, “ଲଞ୍ଚ ବେଳେ ମୋ…

Breaking News

ବଙ୍କରରୁ ହିଁ ବିଜୟ ଘୋଷଣା କଲେ ଖାମେନି, କହିଲେ ଯୁଦ୍ଧରେ ଇସ୍ରାଏଲକୁ ପରାସ୍ତ କରିଥିଲା ​​ଇରାନ

ଖବର

୨୮ ଘଣ୍ଟା ପରେ ISSରେ ପହଞ୍ଚିଲେ ଶୁଭାଂଶୁ ଶୁକ୍ଳା, ପ୍ରଥମ ଭାରତୀୟ ଭାବେ ସ୍ପେଶ୍ ଷ୍ଟେସନରେ ପହଞ୍ଚି…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଟିମ୍ ଇଣ୍ଡିଆର ବଢିପାରେ ଟେନସନ, ଜସପ୍ରିତ…

ପାଣିପାଗ ବିଭାଗର ଆଲର୍ଟ, ଜୁଲାଇ ୨ ତାରିଖ ଯାଏଁ…

ୟୁରିକ ଏସିଡ୍ ବଢ଼ିଲେ ପରିସ୍ରାରେ ଦେଖାଯାଏ ଏହି…

ରଥଯାତ୍ରାକୁ ନେଇ ବଡ଼ ଅପଡେଟ୍, ଅପରାହ୍ନ ୪ଟାରେ…

ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ…

ଶ୍ୱଶୁର ଘରେ ବଳି ପଡ଼ିଲା ଜ୍ୱାଇଁ, ପିଟିପିଟି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ୟୁରିକ ଏସିଡ୍ ବଢ଼ିଲେ ପରିସ୍ରାରେ ଦେଖାଯାଏ ଏହି…

ପୃଥିବୀକୁ ଭୁଲିଯାଅ, ସ୍ୱର୍ଗରେ ମଧ୍ୟ ଭୋଜପୁର…

୧ ବର୍ଷର ଝିଅ ନାଁରେ ୬ କୋଟିର କାର୍, ନମ୍ୱର…

ମହାକାଶରେ ପହଞ୍ଚି ଭାରତୀୟଙ୍କ ପାଇଁ ପ୍ରଥମ…

Prev Next 1 of 26,158
© 2025 - TK Digital All Rights Reserved.