fbpx

ଆଜି କିପରି ବିତିବ ଆପଣଙ୍କ ଦିନ (ଶନିବାର , ଏପ୍ରିଲ ୦୪/୨୦୨୦ )

ମେଷ – ସମାଜରେ ନିଜର ପରିଚୟ ବଢିବ, ପ୍ରିୟ
ବ୍ୟକ୍ତି ସହଯୋଗ କରିବେ, କର୍ମ କ୍ଷେତ୍ରରେ
ସହକର୍ମୀମାନେ ସହଯୋଗ କରିବେ । ଜୀବନସାଥିର
ଆନ୍ତରିକ ସହଯୋଗରେ ନିବିଡତା ବଢିବ ।
ବୃଷ – ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ
ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ
ଦିଗଟି ସ୍ୱଚ୍ଛଳ ହେ. ଭଲରେ ସମସ୍ତ କାର୍ଯ୍ୟ ସମାପନ
ହେବ । ପାରିବାରିକ ଶାନ୍ତି ମିଳିବ ।
ମିଥୁନ – ଅଶୁଭ ଚନ୍ଦ୍ର ଚଳନ ହେତୁ ଅର୍ଥ ଓ ସୁଖ
ନାଶ, କମକ୍ଷେତ୍ରରେ ଅସନ୍ତୋଷ, ପରିବାର
ସଦସ୍ୟଙ୍କଠାରୁ ଅସହଯୋଗ ।
କର୍କଟ – ସ୍ଥାନ, ମାନ, ଧନ ମିଳିବ, ଅର୍ଥ ଚିନ୍ତା
ଦୂରହେବ. ପରିବହନ ଓ ବାଣିଜ୍ୟରେ ଉନ୍ନତି ହେବ,
ତଥାପି ପତିପତ୍ନିଙ୍କ ମଧ୍ୟରେ ବୁଝାମଣା ଅଭାବ ରହିବ
ସିଂହ- ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ,
କର୍ମକ୍ଷେତ୍ରରେ ମାନ ବୃଦ୍ଧି ହେବ, ଶରୀର ନିରୋଗ
ରହି. ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ
କରିବେ ।
କନ୍ୟା – ସଫଳତାପୂର୍ଣ୍ଣ ଦିବସଟିଏ ଅତିବାହିତ
କରିବେ, ମିଠା ବାକ୍ୟ ଦ୍ୱାରା ଶତ୍ରୁକୁ ବଶ କରିବେ,
ପରିବାରରୁ ସାହାଯ୍ୟ ସହଯୋଗ ମିଳିବ,
କର୍ମକ୍ଷେତ୍ରରେ ସାମାନ୍ୟ ଅସନ୍ତୋଷ ରହିପାରେ ।
ତୁଳା – ଅଶୁଭ ଚନ୍ଦ୍ର ଚଳନ ହେତୁ ଶାରୀରିକ ଅସୁସ୍ଥତା
ସହିତ ମାନିସୀକ ଦୁଃଶ୍ଚିନ୍ତା ବଢିବ, ଅର୍ଥଚିନ୍ତା
ଦୁଇଗୁଣିତ ହେବ, ପତିପତ୍ନିଙ୍କ ମଧ୍ୟରେ ବୁଝାମଣା
ଅଭାବ ରହିବ, ଶତ୍ରୁମାନେ ଅସୁବିଧାରେ ପକାଇବେ
ବିଛା – ଶୁଭ ଚନ୍ଦ୍ରର ଶୁଭାର୍ଶୀବାଦରେ ଅଟକ ଥିବା
କାମ ପୁରଣ ହେବ, ଚାକିରି ଓ ବ୍ୟବସାୟରେ ଉନ୍ନତି
ହେବ, ଅର୍ଥ ଚିନ୍ତା ଦୂର ହେବ, ସ୍ଥାନ, ମାନ, ଧନ
ମିଳିବ, ଧର୍ମ କାର୍ଯ୍ୟରେ ମନ ବଳାଇବେ ।
ଧନୁ -ଅଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ
ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ
କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ
ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ
ହେବାର ସମ୍ଭାବନା ଷୃଷ୍ଟି ହେବ ।
ମକର -ଶୁଭ ଚନ୍ଦ୍ର ଶୁଭାର୍ଶୀବାଦରେ ବ୍ୟବସାୟ ବାଣିଜ୍ୟ
ଓ ଚାକିରି କ୍ଷେତ୍ରରେ ଆତ୍ମ ସନ୍ତୋଷ ଲାଭ କରିବେ,
ପାରିବାରିକ ଶାନ୍ତି ମିଳି. ଗୃହକୁ ନୂତନ ଗୃହୋପେଯିଗି
ଦ୍ରବ୍ୟ କ୍ରୟ କରିବେ ।
କୁମ୍ଭ – କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ
ବଢିବ, ନିଜର ଜିବନସାଥି ସହ ଦୂର ସ୍ଥାନକୁ ଭ୍ରମଣର
ଯୋଜନା କରିବେ, ନୁତନ ଦ୍ରବ୍ୟ କ୍ରୟ କରିବେ,
ଗୁରୁଜନଙ୍କର ଆର୍ଶୀବାଦ ଆଜି ପ୍ରସାଦ ସଦୃସ କାମ କରିବ
ମୀନ – ଶୁଭ ଚନ୍ଦ୍ର ପ୍ରଭାବ ହେତୁ କର୍ମକ୍ଷେତ୍ରରେ ପ୍ରତିପତି
ବୃଦ୍ଧି ହେବ, ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, ଶରୀର
ନିରୋଗ ରହିବ, ନୁତନ କର୍ମ ସଂସ୍ଥାନର ଶୂଭାରମ୍ଭ ହେବ,
ଶାରୀରିକ ସୁସ୍ଥତା ଅନୁଭବ କରିବେ ।

Get real time updates directly on you device, subscribe now.