fbpx

ରାଶିଫଳ(ରବିବାର,୨୪ ଜୁଲାଇ,୨୦୨୨)

ମେଷ: ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । କ୍ରୋଧର କାରଣରୁ ଅଫିସ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାପାଇଁ ଉପଦେଶ ଦିଆଯାଉଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ ।

ବୃଷ: ହାତକୁ ନେଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ଯୋଗୁଁ ହତାଶା ଅନୁଭବ କରିପାରନ୍ତି । ସମୟରେ କାର୍ଯ୍ୟରେ ସଫଳତା ମିଳିବ । ଖାଇବା ପିଇବା ଏବଂ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ସମୟ ଉଚିତ ନୁହେଁ । ଅଫିସ୍ କିମ୍ବା ବ୍ୟବସାୟରେ ଅତ୍ୟଧିକ କାର୍ଯ୍ୟର କାରଣରୁ ଥକା ଲାଗିବ ।

ମିଥୁନ: ଦିନର ଆରମ୍ଭ ଭଲ ରହିବ । ମିତ୍ରମାନଙ୍କ ସହିନୂଆ କପଡ଼ା, ଗହଣା ଏବଂ ବାହନ କ୍ରୟର ଯୋଗ ଅଛି । ମନ ଆନନ୍ଦପୂର୍ଣ୍ଣ ରହିବ । ସାର୍ବଜନିକ ଜୀବନରେ ସମ୍ମାନ ମିଳିବ । ବ୍ୟାପାରରେ ଭାଗିଦାରୀଙ୍କ ଠାରୁ ଲାଭ ହେବ । ଆଜି ଆପଣଙ୍କ ଦିନ ବୌଦ୍ଧିକ କାର୍ଯ୍ୟ ଏବଂ ଚର୍ଚ୍ଚାରେ କଟିବ ।

କର୍କଟ: ଆଜିର ଦିନ ଆପଣଙ୍କୁ ଚିନ୍ତା ରହିତ ଏବଂ ଖୁସି ମିଳିବ । ପାରିବାରିକ ସଦସ୍ୟମାନଙ୍କ ସହିତ । କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବ । ଚାକିରି କରୁଥିବା ଲୋକମାନଙ୍କୁ ଚାକିରିରେ ଲାଭ ହେବ । ସହକର୍ମିମାନଙ୍କର ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଶାରୀରିକ ଏବଂ ମାନସିକ ରୂପରେ ଚିନ୍ତାଗ୍ରସ୍ତ ହୋଇପାରନ୍ତି ।

ସିଂହ: ଆଜିର ଦିନ ଆପଣ ହୃଦୟ ଏବଂ ମନରେ ସୁସ୍ଥ ରହିବେ । ସାହିତ୍ୟରେ ଆପଣଙ୍କ ରୁଚି ରହିବ, ଲେଖନ କାର୍ଯ୍ୟ କରିପାରନ୍ତି । ପ୍ରିୟ ବ୍ୟକ୍ତିଙ୍କର ସହିତ ସାକ୍ଷାତକରି ଖୁସି ରହିବେ । ସନ୍ତାନମାନଙ୍କର ପ୍ରଗତିର ସମାଚାର ମିଳିବ । ବିଦ୍ୟାର୍ôଥମାନଙ୍କପାଇଁ ବହୁତ ଭଲ ଯୋଗ ଅଛି ।

କନ୍ୟା: ଆଜି କିଛି ମାମଲାରେ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ମାତାଙ୍କ ସହିତ ସମ୍ବନ୍ଧରେ ଚିନ୍ତା ହୋଇପାରେ । ସ୍ୱଜନମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ । ଆଜିର ଦିନ ଶୁଭ ଫଳଦାୟୀ ଅଟେ । କାର୍ଯ୍ୟରେ ସଫଳତା ମିଳିବ, ଧନ ଲାଭ ହୋଇପାରେ ।

ତୁଳା: ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଦିନ ଅନୁକୂଳ ଅଟେ । ଭାଗ୍ୟବୃଦ୍ଧି ଏବଂ ଧନଲାଭର ସମ୍ଭାବନା ଅଛି । ନିକଟସ୍ଥ ସ୍ଥାନକୁ ଧାର୍ମିକ ଯାତ୍ରାର ସଫଳ ଆୟୋଜନ ହେବ । ଶାରୀରିକ ଏବଂ ମାନସିକ ରୂପରେ ସଂପୂର୍ଣ୍ଣ ସୁସ୍ଥ ରହିବେ ।

ବିଚ୍ଛା: ପରିବାରରେ ସୁଖ-ଶାନ୍ତି ରହିବ । ପରିଜନ ଏବଂ ମିତ୍ରମାନଙ୍କ ଆଗମନ ହେବ । ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହୋଇପାରେ । ବାଣୀର ପ୍ରଭାବରୁ ଅନ୍ୟ ଲୋକମାନଙ୍କୁ ମୋହିତ କରି ପାରିବେ । ଧନ ଲାଭ ହେବ । ବିଦ୍ୟାର୍ôଥମାନଙ୍କ ପାଇଁ ସଫଳତା ମିଳିବ । ଆଜି ଶାରୀରିକକ୍ଷେତ୍ରରେ ଉର୍ଜାର ଅଭାବ ଅନୁଭବ କରିବେ ।

ଧନୁ: ସନ୍ତାନମାନଙ୍କର ପାଠପଢ଼ାରେ ସଫଳତା ପାଇଁ ଉତ୍ତମ ସମୟ । ବିଦେଶ ବ୍ୟାପାରରେ ଲାଭ ହେବ । ଆପଣଙ୍କ ହାତରେ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ ହେବ । ଆର୍ôଥକ ଲାଭ ହେବ । ଜୀବନସାଥୀଙ୍କ ତରଫରୁ ସୁଖ ମିଳିବ । ବ୍ୟବସାୟ କ୍ଷେତ୍ରରେ ଆଜି ଆପଣଙ୍କପାଇଁ ଲାଭକାରୀ ଦିନ ଅଟେ । ପାରିବାରିକ ଜୀବନରେ ଆନନ୍ଦର ବାତାବରଣ ରହିବ ।

ମକର: ସ୍ୱାସ୍ଥ୍ୟ ସମ୍ବନ୍ଧୀତ ଅସୁବିଧା ହୋଇପାରେ । ବ୍ୟବସାୟରେ ସରକାରଙ୍କର ହସ୍ତକ୍ଷେପ ବଢ଼ିବ । ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ । ଆଧ୍ୟାତ୍ମିକ ଏବଂ ଧାର୍ମିକ ବ୍ୟବହାରରେ ବୃଦ୍ଧି ହେବ । ବାମ ଆଖିରେ ଅସୁବିଧା ଏବଂ ଯନ୍ତ୍ରଣାର ଆଶଂକା ଅଛି । ସ୍ତ୍ରୀ ତଥା ସନ୍ତାନଙ୍କର ଚିନ୍ତା ରହିବ । ଚାକିରିରେ ପ୍ରମୋସନର ଯୋଗ ଅଛି । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନୁକୂଳ ବାତାବରଣ ରହିବ ।

କୁମ୍ଭ: ମାଙ୍ଗଳିକ କାର୍ଯ୍ୟ ଏବଂ ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ କରିବା ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ । ଅବିବାହିତମାନଙ୍କର ବିବାହର ପ୍ରସଙ୍ଗ ବନିବ । ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଶୁଭ ସମାଚାର ପ୍ରାପ୍ତ ହେବ । ଗୃହସ୍ଥ ଜୀବନ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ସନ୍ତୋଷର ଭାବନାର ଅନୁଭବ ହେବ । ନୂଆ କାର୍ଯ୍ୟର ଆଜି ପ୍ରାରମ୍ଭ କରିପାରନ୍ତି ।

ମୀନ: ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସଫଳତା ପୂର୍ବକ ସମ୍ପର୍ଣ୍ଣ ହେବ । ଚାକିରି ଏବଂ ବ୍ୟବସାୟରେ ପ୍ରମୋଶନ ଏବଂ ବୃଦ୍ଧି ହେବ । ବ୍ୟାପାରିମାନଙ୍କ ରୋକିଥିବା ଧନ ମିଳିବ । ପିତା ତଥା ବୃଦ୍ଧବର୍ଗଙ୍କଠାରୁ ଲାଭ ହେବ । ଆର୍ôଥକ ଲାଭ ଏବଂ ପରିବାରରେ ଆନନ୍ଦ ରହିବ । ସରକାରଙ୍କର ତରଫରୁ ଲାଭ ମିଳିବ । ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ ।

Get real time updates directly on you device, subscribe now.