fbpx

ଛାତରୁ ଡେଇଁ ପୁଣି ଜୀବନ ହାରିଲେ ଋଷ ପର୍ଯ୍ୟଟକ

ରାୟଗଡ଼ା: ପୁଣି ଜଣେ ଋଷ ପର୍ଯ୍ୟଟକଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଏଭଳି ଅଭିଯୋଗ ରାୟଗଡ଼ାରେ ଘଟିଯାଇଛି । ଆତ୍ମହତ୍ୟା କରିଥିବା ପର୍ଯ୍ୟଟକ ଜଣଙ୍କ ହେଉଛନ୍ତି ୬୫ ବର୍ଷିୟ ପାଭେଲ ଆନ୍ଥମ । ଏକ ଘରୋଇ ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ସାଥୀଙ୍କ ଅନ୍ତିମ ସଂସ୍କାର ସାରି ଫେରିବା ପରେ ପାଭେଲ ଛାତରୁ ଡେଇଁ ପଡ଼ିଥିବା ଜଣା ପଡ଼ିଛି । ଡାକ୍ତରଖାନାକୁ ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତରଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଗତ ୨୧ ତାରିଖରେ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.