fbpx

Hockey World Cup 2023 Opening Ceremony Live Streaming Online: ଏବେ ହିଁ ଦେଖନ୍ତୁ ଆଉ ଏଇ ଐତିହାସିକ ମୁହୁର୍ତରେ ସାମିଲ ହୁଅନ୍ତୁ

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ପୁରୁଷ ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମ କଟକ ବାରବାଟି ଷ୍ଟାଡିୟମରେ ଆରମ୍ଭ ହୋଇସାରିଛି । ଏକ ଅବିସ୍ମରଣୀୟ ଅଭିଜ୍ଞତା ପାଇଁ, ଏହି ଅଦଭୁତପୁର୍ବ କାର୍ଯ୍ୟକ୍ରମର ସାକ୍ଷୀ ହେବା ପାଇଁ ଏବଂ ହକି ମହାକୁମ୍ଭର ଏହି ଉତ୍ସବ ପାଳନ କରିବାକୁ ଆମ ସହିତ ଯୋଗ ଦିଅନ୍ତୁ । ଆପଣ ଏହିପରି ଉତ୍ସବ ପ୍ରତିଦିନ ଦେଖିବାକୁ ପାଇବେ ନାହିଁ । ଆସନ୍ତୁ ସାମିଲ ହୁଅନ୍ତୁ ଓଡ଼ିଶାର ଏହି ଗୌରବମୟ ମୁହୁର୍ତ୍ତରେ ।

Get real time updates directly on you device, subscribe now.