fbpx

ବିଜୁଳି ଉପଭୋକ୍ତାଙ୍କ ପାଇଁ ଖୁସି ଖବର ,ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର, ୨୨ା୪(ଓଡ଼ିଶା ଭାସ୍କର): ବିଶ୍ୱ ଓ ଦେଶ ଭଳି ମଧ୍ୟ ରାଜ୍ୟରେ କରୋନା ପ୍ରଭାବ ପଡ଼ିଛି । କିନ୍ତୁ ଏହାରି ମଧ୍ୟରେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ଏକ ଆଶ୍ୱସ୍ତିିକର ଖବର ଆସିଛି । ୨୦୨୦-୨୧ ବର୍ଷ ପାଇଁ ବିଜୁଳି ଦର ବଢ଼ିବନି ବୋଲି ସୂଚନା ମିଳିଛି । ଦର ଅପରିବର୍ତ୍ତିତ ରଖିଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ।

Get real time updates directly on you device, subscribe now.