fbpx

ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର,୧୩ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଛି ।ଭିଡିଓ କନଫରେନ୍ସି ଜରିଆରେ
ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହରିଦ୍ୱାର ଓ ଋଷିକେଶକୁ ଯାତ୍ରା କରିଛନ୍ତି ୫ ଜିଲ୍ଲାର ୯୭୦ ତୀର୍ଥଯାତ୍ରୀ ।

Get real time updates directly on you device, subscribe now.