fbpx

OJEE : ମେଡିକାଲ୍‍ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାପାଇଁ ଆଜିଠାରୁ ପଞ୍ଜୀକରଣ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ.ଜେ.ଇ.ଇ.ର କାଉନ୍‍ସେଲିଂ ଆରମ୍ଭ ହୋଇଛି । ଓ.ଜେ.ଇ.ଇ. ପକ୍ଷରୁ ରାଜ୍ୟର ବିଭିନ୍ନ ମେଡିକାଲ୍‍ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ଆସନ୍ତା ୧୯ ତାରିଖରେ ଏଥିପାଇଁ ମେଧାତାଲିକା ପ୍ରକାଶ ପାଇବ । ଦ୍ୱତୀୟ ପର୍ଯ୍ୟାୟ ନାମଲେଖାପାଇଁ ୪୫୨ଟି ସିଟ୍‍ ବଳକା ରହିଥିବାବେଳେ ଓ.ଜେ.ଇ.ଇ. ପକ୍ଷରୁ ଏନେଇ ସୂଚୀ ଜାରି କରାଯାଇଛି ।

Get real time updates directly on you device, subscribe now.