fbpx

ବୈଜ୍ଞାନିକଙ୍କୁ ମିଳିଲା ପୃଥିବୀ ପରି ଆଉ ଏକ ଗ୍ରହ

ବୈଜ୍ଞାନିକମାନେ ପୃଥିବୀ ପରି ଆଉ ଏକ ଗ୍ରହର ସନ୍ଧାନ କରିସାରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିକମାନଙ୍କ ଦ୍ୱାରା ଏହି ଅଦ୍ଭୁଦ ସନ୍ଧାନ କରାଯାଇଛି । ପୃଥିବୀରୁ ପ୍ରାୟ ୨୫ ହଜାର ପ୍ରକାଶ ବର୍ଷ ଦୂରରେ ପୃଥିବୀ ପରି ଏକ ଗ୍ରହ ରହିଛି । ଏହି ଗ୍ରହରେ ଚଟାଣ ମିଳିବାରୁ ଏହା ବାକି ଗ୍ରହମାନଙ୍କଠାରୁ ଅଲଗା ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ଗ୍ରହର କୌଣସି ନାମ ଦିଆଯାଇନାହିଁ । କିନ୍ତୁ ଯେଉଁ ମାଇକ୍ରୋଲେସିଙ୍ଗ ଦ୍ୱାରା ଏହାର ସନ୍ଧାର କରାଯାଇଛଇ, ତାହାର ନାମ OGLE-2018-BLG-0677। ବୈଜ୍ଞାନିକଙ୍କ ମତରେ, ଏପରି ଅଦ୍ଭୁତ ସନ୍ଧାନ ୧୦ ଲକ୍ଷ ଥର ମଧ୍ୟରେ ଗୋଟିଏ ଥର ଦେଖିବାକୁ ମିଳିଥାଏ । ଏହି ଗ୍ରହ ଯେଉଁ ତାରା ଚାରିପାଖେ ଘୁରିବୁଲୁଛି, ତାହା ବହୁତ ଛୋଟ ।

Get real time updates directly on you device, subscribe now.