fbpx

ସୁନ୍ଦରଗଡରେ ୪ନୂଆ ପଜିଟିଭ ଚିହ୍ନଟ

ସୁନ୍ଦରଗଡ,୨୪/୫(ଓଡିଶା ଭାସ୍କର): ସୁନ୍ଦରଗଡରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି। ୨ ଜଣ ଆକ୍ରାନ୍ତ ମହାରାଷ୍ଟ୍ର ଓ ଜଣେ ଚେନ୍ନାଇରୁ ଫେରିଥିବା ସୂଚନା ମିଳିଛି। ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନରେ ଥିଲେ।

Get real time updates directly on you device, subscribe now.