fbpx

Big Breaking: ଡଙ୍ଗାବୁଡି ୫ ଜଣ ନିଖୋଜ, ଜଣଙ୍କ ମୃତଦେହ ଠାବ

ଭୁବନେଶ୍ୱର: କୋରାପୁଟରେ ନଦୀରେ ଡଙ୍ଗାବୁଡି ୫ ଜଣ ନିଖୋଜ ହୋଇଛନ୍ତି । ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଘଟିଛି ଏହି ଅଘଟଣ । ଜଣଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ କରାଯାଇଛି । ଏବେ ଘଟଣାସ୍ଥଳକୁ ନନ୍ଦପୁର ଅଗ୍ନିଶମ ବାହିନୀ ଯାଇ ନଦୀରେ ଖୋଜାଖୋଜି ଆରମ୍ଭ କରିଛି । ଏହାସହିତ ନନ୍ଦପୁର ତହସିଲଦାର ମଧ୍ୟ ଘଟଣାସ୍ଥଳରେ ଯାଇ ପହଞ୍ଚିଛନ୍ତି ।

Get real time updates directly on you device, subscribe now.