fbpx

ସ୍କୁଲ ଖୋଲିବନି, ହେବ ପରୀକ୍ଷା

ଭୁବନେଶ୍ୱର, ୨ା୬(ଓଡ଼ିଶା ଭାସ୍କର): ସ୍କୁଲ ଓ କଲେଜ ବନ୍ଦ ଥିଲେ ବି ପରୀକ୍ଷା କରିବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ୩୧ ଜୁଲାଇ ଯାଏଁ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିବ । ତେବେ ଏହି ସମୟ ମଧ୍ୟରେ ପରୀକ୍ଷା ହୋଇପାରିବ ବୋଲି ସୂଚନା ମିଳିଛି । କଣ୍ଟେନମେଣ୍ଟ ଜୋନ୍ ବାହାରେ ପରୀକ୍ଷା ହୋଇପାରିବ ।

Get real time updates directly on you device, subscribe now.