fbpx

କଟକରେ ଆଉ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

କଟକ, ୪ା୬(ଓଡ଼ିଶା ଭାସ୍କର): କଟକରେ ଆଉ ୧୩କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ ଆକ୍ରାନ୍ତଙ୍କ ମଧ୍ୟରେ ନରସିଂହପୁରରୁ ୯, ବଡ଼ମ୍ବାରୁ ୨, ସିଏମସି ଅଞ୍ଚଳରେ ୨ଜଣ ଆକ୍ରାନ୍ତ ଚିହ୍ନଯ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହାସହ ଆଜି ଦିନକରେ ୧୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.