fbpx

କରୋନା ସଂକ୍ରମଣ ଦୃଷ୍ଟିରୁ କଲେଜକୁ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର, ୪ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାେରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେନେଇ +୨ ପରୀକ୍ଷା ଓ ମୂଲ୍ୟାୟନ କେନ୍ଦ୍ର ହୋଇଥିବା କଲେଜ ଅଧ୍ୟକ୍ଷଙ୍କୁ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ କରୋନା ସଂକ୍ରମଣ ଦୃଷ୍ଟିରୁ ପ୍ରଶାସନ ନ ଯୋଗାଇଲେ ନିଜେ ଥର୍ମାଲ ସ୍କାନର କିଣିବେ । ଏହାସହ କେନ୍ଦ୍ରଗୁଡ଼ିକୁ ସାନିଟାଇଜ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବେ । ଜୁନ ୮ରୁ ସବୁ ଅଫଲାଇନ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.