• Likes
  • Followers
  • Subscribers
  • Followers
  • Android App
  • Wednesday, September 3, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ଦେଶ ବିଦେଶ
  • ଦେଶ
  • Real Estate ପ୍ରୋଜେକ୍ଟ ନିୟମରେ ପରିବର୍ତ୍ତନ, ଖୋଲିବାକୁ ପଡ଼ିବ ୩ଟି ବ୍ୟାଙ୍କ ଆକାଉଣ୍ଟ

Real Estate ପ୍ରୋଜେକ୍ଟ ନିୟମରେ ପରିବର୍ତ୍ତନ, ଖୋଲିବାକୁ ପଡ଼ିବ ୩ଟି ବ୍ୟାଙ୍କ ଆକାଉଣ୍ଟ

By Sasmita Jamuda Last updated Mar 26, 2024 at 12:09 PM
Share

ଓଡ଼ିଶା ଭାସ୍କର: Real Estate ସେକ୍ଟର ଏହାର ନିୟମରେ ପରିବର୍ତ୍ତନ କରିଛି । ବର୍ତ୍ତମାନ ଡେଭେଲପର୍ସମାନଙ୍କୁ ପ୍ରତ୍ୟେକ ରିଅଲ ଇଷ୍ଟେଟ୍ ପ୍ରୋଜେକ୍ଟ ପାଇଁ ୩ଟି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପଡ଼ିବ । ଏହି ୩ଟି ବ୍ୟାଙ୍କ ଆକାଉଣ୍ଟ ସମାନ ବ୍ୟାଙ୍କରେ ରହିବ । ମହାରାଷ୍ଟ୍ର ରିଅଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥୋରିଟି(MahaRERA) ଏହି ପ୍ରସ୍ତାବ ଦେଇଛି । ଏହି ନୂଆ ନିୟମ ଅନୁଯାୟୀ ରିଅଲ ଇଷ୍ଟେଟ୍ ପ୍ରୋଜେକ୍ଟର କ୍ଷମତା, ନିୟମ ପାଳନ ଏବଂ ଅଡିଟ୍ ସହଜ ହୋଇଯିବ । ଏହା ବ୍ୟତୀତ ରାଜସ୍ୱ, ସୁଧହାର, ରିଫଣ୍ଡ୍ ଏବଂ କ୍ୟାନସଲେସନ୍ ପ୍ରକ୍ରିୟା ମଧ୍ୟ ସହଜ ଓ ଶୀଘ୍ର ହେବ ।

MahaRERA ଅନୁଯାୟୀ ରିଅଲ ଇଷ୍ଟେଟ୍ ପ୍ରୋଜେକ୍ଟରେ ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇଦେବା ଲକ୍ଷରେ ଏହି ପରିବର୍ତ୍ତନ କରାଯାଉଛି । ଏଥିପାଇଁ ରିଅଲ ଇଷ୍ଟେଟ୍ ଡେଭେଲପର୍ସମାନଙ୍କୁ ପ୍ରତେକ ପ୍ରୋଜେକ୍ଟ ପାଇଁ ବ୍ୟାଙ୍କରେ ୩ଟି ଆକାଉଣ୍ଟ ଖୋଲିବାକୁ ପଡ଼ିବ ।
୧. କଲେକସନ୍ ଆକାଉଣ୍ଟ: କଲେକସନ୍ ଆକାଉଣ୍ଟରେ ଯାହା ବି ଟଙ୍କା ଆସିବ ତାହା ଗ୍ରାହକଙ୍କ ଦ୍ୱାରା ଦିଆଯିବ । ଏଥିରେ ଟ୍ୟାକ୍ସ ଏବଂ ଡ୍ୟୁଟି ସମ୍ବନ୍ଧିତ ଟଙ୍କା ମଧ୍ୟ ରଖାଯିବ ।

୨. ସେପାରେଟ୍ ଆକାଉଣ୍ଟ: ସେପାରେଟ୍ ଆକାଉଣ୍ଟରେ ପ୍ରୋଜେକ୍ଟର ୭୦ ପ୍ରତିଶତ ରାଜସ୍ୱ କଲେକସନ୍ ଆକାଉଣ୍ଟ ମାଧ୍ୟମରୁ ପଠାଯିବ । ଏହା କେବଳ ଜମି ଏବଂ ନିର୍ମାଣ ଖର୍ଚ୍ଚ ପାଇଁ ବ୍ୟବହାର କରାଯିବ ।

ଆହୁରି ପଢନ୍ତୁ

ବିବାଦ ଘେରରେ ସଞ୍ଜୟ ଲୀଲା ଭଂଶାଲୀ, ଜାଣନ୍ତୁ…

କଫି ଉଡେ, ଚାମଚ ବି ଉଡେ…, ମହାକାଶରେ…

୩. ଟ୍ରାଞ୍ଜେକସନ୍ ଆକାଉଣ୍ଟ: ଏଥିରେ କଲେକସନ୍ ଆକାଉଣ୍ଟର ୩୦% ଟଙ୍କା ରଖାଥିବ । ଜମି ଏବଂ ନିର୍ମାଣ ଖର୍ଚ୍ଚ ବ୍ୟତୀତ ଅନ୍ୟ ଖର୍ଚ୍ଚ ଉପରେ ଏହି ଟଙ୍କା ବ୍ୟବହାର କରାଯିବ । କୌଣସି ବୁକିଂ ବାତିଲ କିମ୍ବା ଜରିମାନା ଲାଗୁ ହେଲେ ଏହି ଆକାଉଣ୍ଟରୁ ଟଙ୍କା କଟିବ ।

ରିଅଲ ଇଷ୍ଟେଟ୍ ରେଗୁଲେଟର MahaRERA ଏହି ନିୟମ ପରିବର୍ତ୍ତନ ସମ୍ବନ୍ଧୀୟ ଏକ ଡିସକସନ୍‌(ଆଲୋଚନା) ପେପର ଜାରି କରିଛି । ଏହା ଅନ୍ତର୍ଗତ ଏପ୍ରିଲ ୧୫ ସୁଦ୍ଧା ସମସ୍ତ ଷ୍ଟକହୋଲ୍ଡର୍ସମାନଙ୍କ ମତାମତ ଲୋଡ଼ା ଯାଇଛି । MahaRERAର ଚେୟାରମ୍ୟାନ୍ ଅଜୋୟ ମେହେତା କହିଛନ୍ତି ଯେ ଆମେ ରିଅଲ ଇଷ୍ଟେଟ୍ ପ୍ରୋଜକ୍ଟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଚାହୁଁଛୁ । ଏହା ସହ ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବାକୁ ଚାହୁଁଛୁ ବୋଲି କହିଛନ୍ତି ମେହେତା ।

Share

Prev Post

ମେଣ୍ଟ ହୋଇ ପାରିବ ନାହିଁ… ପଞ୍ଜାବ ଆସନରୁ ବି ଏକାକୀ ଲଢିବାକୁ ବିଜେପିର ଘୋଷଣା

Next Post

ଠାବ ହେଲା ହଜାର ହଜାର ଆଖି ଥିବା ଜୀବ; ଜାଣନ୍ତୁ କେଉଁଠୁ ମିଳିଲା ଏହି ଅଦ୍ଭୁତ ଜୀବ?

You might also like More from author
Breaking News

ବିବାଦ ଘେରରେ ସଞ୍ଜୟ ଲୀଲା ଭଂଶାଲୀ, ଜାଣନ୍ତୁ ଫିଲ୍ମମେକରଙ୍କ ବିରୋଧରେ କାହିଁକି ରୁଜୁ ହେଲା FIR

Featured

କଫି ଉଡେ, ଚାମଚ ବି ଉଡେ…, ମହାକାଶରେ କେମିତି ଖୁଆଯାଏ ଖାଦ୍ୟ, ଶୁଭାଂଶୁ ସେୟାର କଲେ ରୋଚକ…

Breaking News

‘ପରମ ସୁନ୍ଦରୀ’ ଦର୍ଶକଙ୍କୁ କରିଛି ପାଗଳ, ୫ମ ଦିନରେ ଏହି ୭ ଫିଲ୍ମର ଭାଙ୍ଗିଲା ରେକର୍ଡ

Breaking News

Big Breaking: ଦୁଃଖଦ ଖବର, ବଡ଼ ଆତ୍ମଘାତୀ ବିସ୍ଫୋରଣ, ଦୋହଲିଲା ଦେଶ, ଚାଲିଗଲା 14 ଜୀବନ…

Breaking News

ପାଖ ମାଡିବେନି ପେଟ୍ରୋଲ ପମ୍ପ, ବଢୁଥିବା ପେଟ୍ରୋଲ ଡିଜେଲ ଦାମ୍ ଶୁଣିଲେ ବ୍ୟବହାର କରିବେନି ଗାଡି଼,…

Breaking News

ନିଆଁ ଭଳି ବଢ଼ି ବଢ଼ି ଚାଲିଛି ସୁନାଦର, ଏବେ ଏତେ ବଢ଼ିଲାଣି, ଆଗକୁ ଛୁଇଁବା ବି ହେବ ମୁସ୍କିଲ,…

Prev Next
Odisha Bhaskar

Recent Posts

୩ ଘଣ୍ଟା ଟ୍ୱିନସିଟିବାସୀ ରୁହନ୍ତୁ ସତର୍କ,…

ବିବାଦ ଘେରରେ ସଞ୍ଜୟ ଲୀଲା ଭଂଶାଲୀ, ଜାଣନ୍ତୁ…

ଏହି ଟିମ୍ ପାଖରେ ଜଣେ ନୁହେଁ ଅଛନ୍ତି 20 ଜଣ…

ଅର୍ଚ୍ଚନାଙ୍କୁ କାହିଁକି ହତ୍ୟା ଉଦ୍ୟମ! ଥାନାରେ…

ଆଣ୍ଠେଇଲା ପାକିସ୍ତାନ.. ଏସିଆ କପ୍ ପୂର୍ବରୁ…

ମାନସିକ ରୋଗୀ ନାବାଳିକା ସହ ଦୁଷ୍କର୍ମ,…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ବିବାଦ ଘେରରେ ସଞ୍ଜୟ ଲୀଲା ଭଂଶାଲୀ, ଜାଣନ୍ତୁ…

କଫି ଉଡେ, ଚାମଚ ବି ଉଡେ…, ମହାକାଶରେ…

‘ପରମ ସୁନ୍ଦରୀ’ ଦର୍ଶକଙ୍କୁ କରିଛି ପାଗଳ, ୫ମ…

Big Breaking: ଦୁଃଖଦ ଖବର, ବଡ଼ ଆତ୍ମଘାତୀ…

Prev Next 1 of 13,682
© 2025 - TK Digital All Rights Reserved.