• Likes
  • Followers
  • Subscribers
  • Followers
  • Android App
  • Monday, June 30, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • EPFO ଦେଲା ସୂଚନା: ଗ୍ରାହକଙ୍କ ଆକାଉଣ୍ଟକୁ କେବେ ସୁଧ ଆସିବ, ସେନେଇ ଆସିଲା ବଡ଼ ଅପଡେଟ୍

EPFO ଦେଲା ସୂଚନା: ଗ୍ରାହକଙ୍କ ଆକାଉଣ୍ଟକୁ କେବେ ସୁଧ ଆସିବ, ସେନେଇ ଆସିଲା ବଡ଼ ଅପଡେଟ୍

By Manas Pradhan Last updated Apr 25, 2024 at 6:42 PM
EPFO
Share

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଗତ ଫେବୃଆରୀ ମାସରେ ସୁଧହାର ଘୋଷଣା କରାଯାଇଥିଲା । ଗତ ଆର୍ଥିକ ବର୍ଷ ପାଇଁ ଇପିଏଫ ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ସ୍ଥିତ କରାଯାଇଥିବା ବେଳେ ୨୦୨୨-୨୩ ପାଇଁ ୮.୧୫ ପ୍ରତିଶତ ଘୋଷଣା କରାଯାଇଥିଲା । ତେବେ ଇପିଏଫ ଆକାଉଣ୍ଟକୁ କେବେ ଏହି ସୁଧ ଅର୍ଥ ଆସିବ ସେନେଇ ଲକ୍ଷ ଲକ୍ଷ ଗ୍ରାହକଙ୍କ ମନରେ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ଏହା ମଧ୍ୟରେ ଇପିଏଫଓ ତରଫରୁ ଆସିଛି ଏକ ବଡ଼ ଅପଡେଟ୍ ।

ଆର୍ଥିକ ବର୍ଷ ୨୦୨୩-୨୪ର ବକେୟା ସୁଧ ଅର୍ଥକୁ ନେଇ ବହୁସଂଖ୍ୟକ ଗ୍ରାହକ ଇପିଏଫଓକୁ ସୋସିଆଲ ମିଡ଼ିଆରେ ପ୍ରଶ୍ନ କରୁଥିବା ଦେଖାଯାଇଛି । ତେବେ ଏକ ପ୍ରଶ୍ନର ଉତ୍ତରରେ ଇପିଏଫଓ ତରଫରୁ ସୋସିଆଲ ମିଡ଼ିଆରେ ଉତ୍ତର ଦିଆଯାଇଥିଲା । ସେଥିରେ କୁହାଯାଇଥିଲା, ପ୍ରିୟ ସଦସ୍ୟ, ଏହି ପ୍ରକ୍ରିୟା ଜାରି ରହିଛି ଓ ଖୁବଶୀଘ୍ର ସୁଧ ଗ୍ରାହକଙ୍କ ଖାତରେ କ୍ରେଡିଟ କରିଦିଆଯିବ । ସମସ୍ତ ସଦସ୍ୟ ନିଜ ନିଜ ପାସବୁକରେ ଜମା ଅର୍ଥ ଦେଖିପାରିବେ । କୌଣସି ସଦସ୍ୟଙ୍କର କୌଣସି ପ୍ରକାର ସୁଧ ହାନି ହେବ ନାହିଁ ।

ସୂଚନାଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଇପିଏଫଓ ତରଫରୁ ବର୍ତ୍ତମାନ ସୁଦ୍ଧା ୨୮.୧୭ କୋଟି ସଦସ୍ୟଙ୍କୁ ସୁଧ ପ୍ରଦାନ କରାସରିଛି । ଏନେଇ ଇପିଏଫଓ ତରଫରୁ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରାଯାଇଥିଲା । ଆର୍ଥିକ ବର୍ଷ ୨୦୨୨-୨୩ରେ ମୋଟ ୨୮.୧୭ କାଟି ସଦସ୍ୟଙ୍କୁ ସୁଧ ହାର ଟ୍ରାନ୍ସଫର କରାଯାଇଥିବା ନେଇ ଉକ୍ତ ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ତଥ୍ୟ ଦିଆଯାଇଥିଲା ।

ଆହୁରି ପଢନ୍ତୁ

ମୁଖ୍ୟମନ୍ତ୍ରୀ ଆକ୍ରମଣ ପଛରେ ଥିବା ନେତାଙ୍କ…

‘ଆମେରିକାରେ ଆଇଫୋନ୍ ତିଆରି…

Dear member ,the process is in pipeline and may be shown there very shortly. Whenever the interest will be credited, it will be accumulated and paid in full. There would be no loss of interest.

— EPFO (@socialepfo) April 24, 2024

Share

Prev Post

ମେ’ ୧ ପରେ ଏହି ୪ ରାଶିଙ୍କ ଘରେ ବାଜିବ ଶାହାନାଇ, ଗୁରୁବାର ଏହିପରି କରନ୍ତୁ ବୃହସ୍ପତିଙ୍କ ପୂଜା

Next Post

ହୁସିଆର! ICICI ବ୍ୟାଙ୍କର ଆଇମୋବାଇଲ ଆପରେ ଲିକ ହେଲା ଅନେକ କ୍ରେଡିଟ କାର୍ଡର ଡିଟେଲ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

You might also like More from author
Breaking News

ମୁଖ୍ୟମନ୍ତ୍ରୀ ଆକ୍ରମଣ ପଛରେ ଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ନବୀନ

Breaking News

‘ଆମେରିକାରେ ଆଇଫୋନ୍ ତିଆରି କର’.. ଆପଲକୁ ପୁଣି ଥରେ ଧମକ ଦେଲେ ଟ୍ରମ୍ପ

Featured

ନିଜ ପୁଅର Classmateକୁ ବାହା ହେଲେ ୫୦ ବର୍ଷର ବୃଦ୍ଧା, ଏବେ ତାଙ୍କ ପିଲାକୁ ଦେବେ ଜନ୍ମ

Breaking News

BMC ଅଫିସରଙ୍କୁ ବିଧା, ଗୋଇଠା: ୩ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ

Breaking News

ବିଏମସି ଅଫିସରଙ୍କୁ ଟଣା-ଘୋଷଡ଼ା ଘଟଣାକୁ ବିଜେପିର ନିନ୍ଦା

Breaking News

ଅଫିସର ନିଯୁକ୍ତି ପାଇଁ UPSC ଜାରି କଲା ବିଜ୍ଞପ୍ତି, ୨୦୦ରୁ ଅଧିକ ପଦବୀ, ଜାଣନ୍ତୁ ଡିଟେଲ୍ସ

Prev Next
Advertisement
ADVERTISEMENT
Odisha Bhaskar

Recent Posts

ମୁଖ୍ୟମନ୍ତ୍ରୀ ଆକ୍ରମଣ ପଛରେ ଥିବା ନେତାଙ୍କ…

‘ଆମେରିକାରେ ଆଇଫୋନ୍ ତିଆରି…

ନିଜ ପୁଅର Classmateକୁ ବାହା ହେଲେ ୫୦ ବର୍ଷର…

BMC ଅଫିସରଙ୍କୁ ବିଧା, ଗୋଇଠା: ୩ ଜଣଙ୍କୁ…

ବିଏମସି ଅଫିସରଙ୍କୁ ଟଣା-ଘୋଷଡ଼ା ଘଟଣାକୁ…

ଅଫିସର ନିଯୁକ୍ତି ପାଇଁ UPSC ଜାରି କଲା…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ମୁଖ୍ୟମନ୍ତ୍ରୀ ଆକ୍ରମଣ ପଛରେ ଥିବା ନେତାଙ୍କ…

‘ଆମେରିକାରେ ଆଇଫୋନ୍ ତିଆରି…

ନିଜ ପୁଅର Classmateକୁ ବାହା ହେଲେ ୫୦ ବର୍ଷର…

BMC ଅଫିସରଙ୍କୁ ବିଧା, ଗୋଇଠା: ୩ ଜଣଙ୍କୁ…

Prev Next 1 of 27,548
© 2025 - TK Digital All Rights Reserved.