fbpx

ବଜ୍ରଘାତରେ ୨ ମୃତ୍ୟୁ: ପାଟପୁରରେ ଶ୍ରମିକ ଭାବେ କାମ କରୁଥିଲେ

ଦିଗପହଣ୍ଡି: ବଜ୍ରାଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏମାନେ ପାଟପୁରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କାଳବୈଶାଖୀ ଯୋଗୁଁ ଜୋରରେ ଘଡଘଡି ମାରିବାରୁ ଏଠାରେ କାମ କରୁଥିବା ଶ୍ରମିକ ବଜ୍ରାଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ଏହି ଦୁଇ ଶ୍ରମିକ ଟଳି ପଡିଥିଲେ । ଜଣକ ଘର ନିରାକାରପୁର ନିକଟସ୍ଥ ଆଳିଗଡ଼ାରେ ହୋଇଥିବା ବେଳେ ଅନ୍ୟଜଣଙ୍କ ଘର ପୋଲସରା ନିକଟସ୍ଥ ଗୁଡ଼ିଆପଦାରେ ବୋଲି ଜଣାପଡିଛି ।

Get real time updates directly on you device, subscribe now.