fbpx

ସେନାଙ୍କୁ ବଡ଼ ସଫଳତା, ଟଳିଲେ ୮ ଆତଙ୍କବାଦୀ

ଜମ୍ମୁକାଶ୍ମୀର, ୧୯ା୬: ଦକ୍ଷିଣ କାଶ୍ମୀରରେ ସେନାଙ୍କୁ ବଡ଼ ସଫଳତା ମିଳିଛି । ସେଠାରେ ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିପାତ ହୋଇଛନ୍ତି । ଆଠ ଆତଙ୍କବାଦୀ ମଧ୍ୟରେ ସୋପିଆନରେ ୫ ଓ ପାମ୍ପୋରରେ ୩ ଆତଙ୍କବାଦୀ ଟଳିଛନ୍ତି । ଏଥିସହିତ ସେଠାରେ ଆଉ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.