fbpx

Samsung Galaxy M35 5G ଭାରତରେ ହେଲା ଲଞ୍ଚ, ମିଡରେଞ୍ଜ ପ୍ରାଇସରେ ମିଳିବ ଭଲ କ୍ୟାମେରା ସହ ବଡ଼ ବ୍ୟାଟେରୀ

ନୂଆଦିଲ୍ଲୀ: Samsung Galaxy M35 5G ଭାରତରେ ଲଞ୍ଚ ହୋଇଛି । କମ୍ପାନୀ ପ୍ରଥମେ ଏହି ଫୋନର ଗ୍ଲୋବାଲ ଡେବ୍ୟୁ କରିଥିଲା, ହେଲେ ବର୍ତ୍ତମାନ ଏହାକୁ ଭାରତରେ ମଧ୍ୟ ଲଞ୍ଚ କରାଯାଇଛି । ଏହି ସାମସଙ୍ଗର ଏକ ମିଡରେଞ୍ଜ ୫ଜି ସ୍ମାର୍ଟଫୋନ ରହିଛି ।

ଏହି ଫୋନରେ ଟ୍ରିପଲ ରିୟର କ୍ୟାନେରା ଏବଂ ଜିୟୋମେଟ୍ରିକାଲ ପ୍ୟାଟର୍ନ ଡିଜାଇନ ସହ ଆଟ୍ରାକ୍ଟିଭ ବ୍ୟାକ ପ୍ୟାନେଲ ଦିଆଯାଇଛି । ଏହି ଫୋନ କର୍ଣ୍ଣିଙ୍ଗ ଗୋରିଲା ଗ୍ଲାସ ଭିକ୍ଟସ + ପ୍ରୋଟେକ୍ସନ ସହ ଆସିଥାଏ, ଯେଉଁ କାରଣରୁ ଏହି ସ୍କିମରେ ମଜବୁତ ଉପରେ ମୋହର ଲାଗିଛି । ଆସନ୍ତୁ ଆମେ ଆପଣଙ୍କୁ ଏହି ଫୋନର ସ୍ପେସିଫିକେସନ୍ସ ବିଷୟରେ କହିବୁ ।

ପ୍ରଣ୍ଟ କ୍ୟାମେରା: ଏହି ଫୋନରେ ସେଲଫି ଏବଂ ଭିଡିଓ କଲିଙ୍ଗ ପାଇଁ କମ୍ପାନୀ ୧୩ ଏମପିର ଫ୍ରଣ୍ଟ କ୍ୟାମେରା ଦେଇଛନ୍ତି ।

ଓଫ୍ଟୱେୟାର: ଏଥିରେ Android 14 ବେସଡ OneUI 6.1ର ବ୍ୟବହାର କରାଯାଇଛି ।

ବ୍ୟାଟେରୀ ଏବଂ ଫାଷ୍ଟ ଚାର୍ଜିଙ୍ଗ: ସାମସଙ୍ଗ ନିଜର ଏହି ଫୋନରେ 6000mAhର ବ୍ୟାଟେରୀ ଏବଂ 25Wର ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ଦିଆଯାଇଛି ।

କନେକ୍ଟିଭିଟୀ: ଏଥିରେ କନେକ୍ଟିଭିଟୀ ପାଇଁ Dual DIM, 5G, 4G LTE, WiFi 6, Bluetooth 5.3, GPS, NFC ସପୋର୍ଟ ଦିଆଯାଇଛି ।

କଲର୍ସ: ଏହି ଫୋନକୁ ମୁନଲାଇଟ ବ୍ଲ୍ୟୁ, ଡେୟବ୍ରେକ ବ୍ଲ୍ୟୁ ଏବଂ ଥଣ୍ଡର ଗ୍ରେ କଲର ଅପସନରେ ଲଞ୍ଚ କରାଯାଇଛି ।

– 6GB+128GB – ୧୯,୯୯ ଟଙ୍କା ।
-8GB+128GB – ୨୧ ହଜାର ୯୯୯ ଟଙ୍କା ।
-8GB+256GB – 24,999 ୨୪ ହଜାର ୯୯୯ ଟଙ୍କା ।

Get real time updates directly on you device, subscribe now.