fbpx

ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ବସ୍, ୧୩ ଆହତ

ବସ୍ତା: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ପୁଟୁରା ଛକ ନିକଟରେ ଏକ ବସ୍ ଦୁର୍ଘଟଣା ଘଟିଯାଇଛି । ବାଲିଆପାଳରୁ ବାଲେଶ୍ୱର ଯାଉଥିବା ଏହି ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲା । ଏହି ବସ୍ ଦୁର୍ଘଟଣାରେ ୧୩ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତେବେ ଏହି ଯାତ୍ରୀବାହୀ ବସରେ ୪୦ରୁ ଉଦ୍ଧ୍ୱର୍ ଯାତ୍ରୀ ଥିବା ପ୍ରକାଶ ।

 

Get real time updates directly on you device, subscribe now.