fbpx

ଜ୍ୱାଇଁକୁ କୋର୍ଟରେ ଶ୍ୱଶୁରଙ୍କ ଗୁଳିମାଡ଼

ନୂଆଦିଲ୍ଲୀ: ପଞ୍ଜାବ ଚଣ୍ଡିଗଡ଼ ଜିଲା କୋର୍ଟରେ ଘଟିଛି ଜଘନ୍ୟ ଗୁଳିକାଣ୍ଡ। ଜ୍ବାଇଁଙ୍କୁ ଶ୍ବଶୁର ଗୁଳି କରି ହତ୍ୟା କରିଛି । ପଞ୍ଜାବ ପୁଲିସର ନିଲମ୍ବିତ ଏଆଇଜି ତଥା ଶ୍ବଶୁର ନିଜ ଜ୍ବାଇଁଙ୍କୁ ଗୁଳି କରି ହତ୍ୟା କରିଥିଲା। ଝିଅ ଜ୍ୱାଇଁର ଛାଡ଼ପତ୍ର ମାମଲାର ଶୁଣାଣିବେଳେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.