fbpx

ପିଏମ୍ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଅଧିକ ଟଙ୍କା, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଖୁସିଖବର। ପିଏମ୍ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଅଧିକ ଟଙ୍କା ମିଳିବ। ହିତାଧିକାରୀଙ୍କୁ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ। ସୂଚନା ମୁତାବକ, ପୂର୍ବରୁ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଥିଲା, ଯାହା ବର୍ତ୍ତମାନ ବୃଦ୍ଧି ଘଟି ୧ ଲକ୍ଷ ୮୦ ହଜାର ଟଙ୍କା। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କର ସୂଚନା ରହିଛି। ସେ କହିବାନୁଯାୟୀ, ଏନେଇ ଖୁବଶୀଘ୍ର ସଂପୂର୍ଣ୍ଣ ଗାଇଡ଼ ଲାଇନ ଆସିବ। ନରେଗାକୁ ମିଶାଇଲେ ୨ ଲକ୍ଷ ଟଙ୍କା ମିଳିବ। ଏଥିସହ ଶୌଚାଳୟ ନିର୍ମାଣ ପାଇଁ ୨୦ ହଜାର ଟଙ୍କା ମିଳିବ।

Get real time updates directly on you device, subscribe now.