fbpx

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ୨୫ ସେପ୍ଟେମ୍ବରରେ ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିନାହିଁ। ସିବିଆଇ ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାତିକ ହେପାଜତ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢିଛି।

ସେହିପରି ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଆପ ନେତା ଦୁର୍ଗେଶ ପାଠକ ଏବଂ ଅନ୍ୟମାନଙ୍କୁ ୧ ଲକ୍ଷ ଟଙ୍କାର ଜାମିନ ବଣ୍ଡ ଭରିବାକୁ ଦେଇଛନ୍ତି। ସେହିପରି ରାଉଜ ଏଭେନ୍ୟୁ କୋର୍ଟ ଦ୍ୱାରା ଜାରି ସମନରେ ଉପସ୍ଥିତ ଥିଲେ। ସିଏମ ଅରବିନ୍ଦ କେଜ୍ରିୱାଲ ଏବଂ ହେପାଜତରେ ନିଆଯାଇଥିବା ଅନ୍ୟ ଅଭିଯୁକ୍ତମାନେ ତିହାର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢାଯାଇଛି।

Get real time updates directly on you device, subscribe now.