fbpx

5000 ଟଙ୍କା ଭିତରେ ସ୍ମାର୍ଟ ଓ୍ବାଚ୍ ଖୋଜୁଛନ୍ତି କି ? Amazon Great Indian Festival Saleରେ ଏହି ଘଣ୍ଟାରେ ମିଳୁଛି ଦମଦାର ଡିସକାଉଣ୍ଟ

ନୂଆଦିଲ୍ଲୀ: ଆପଣ ଭଲ ଡିଲରେ ସ୍ମାର୍ଟ ଓ୍ବାଚ୍ କିଣିବା ନେଇ ଯୋଜନା କରିଛନ୍ତି କି ? ତାହେଲେ ଆଉ ଡେରି କାହିଁକି ଏହି ଘଣ୍ଟା ଉପରେ ମିଳୁଛି ଅଧିକ ଡିସକାଉଣ୍ଟ । ବର୍ଷର ସବୁଠାରୁ ବଡ ଆମାଜନ୍ ଗ୍ରେଟ ଇଣ୍ଡିଆ ଫେଷ୍ଟିବଲ୍ ସେଲ୍ ଆରମ୍ଭ ହୋଇସାରିଥିବା ବେଳେ ଧମାକାଦାର୍ ଅଫର ପ୍ରଦାନ କରୁଛି କମ୍ପାନୀ । ଚାକିରି ଜୀବନରେ ଯଦି ଟେକ୍ନୋଲୋଜି ସାମିଲ କରିବା, ଫିଟନେସ ବିଷୟରେ ଚିନ୍ତା କରୁଛନ୍ତି ତାହାଲେ ସବୁଠୁ ବେଷ୍ଟ ଅପ୍ସନ ହେଉଛି ସ୍ମାର୍ଟଓ୍ବାଚ । ବ୍ରାଣ୍ଡ ଓ୍ବାଚକୁ ଶସ୍ତାରେ ଦେଉଛି କମ୍ପାନୀ । ଏହି ଘଣ୍ଟାକୁ ଫୋନ୍ ସହିତ କନେକ୍ଟ କରି କଲ୍, ମେସେଜର ସୁବିଧା ପାଇପାରିବେ । ବର୍ତ୍ତମାନ ପ୍ଲାଟଫର୍ମରେ 90 ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ରହିଛି ।

Fire-Boltt Phoenix Pro 35.3mm Bluetooth Calling Smartwatchଧୂସର ରଙ୍ଗରେ ଉପଲବ୍ଧ ଏହି ଫାୟାର-ବୋଲ୍ଟ ପୂରା ମେଟାଲିକରେ ତିଆରି । ଏହା ଦେଖିବାକୁ ଆକର୍ଷଣୀୟ ହୋଇଥିବା ବେଳେ ଉଭୟ ସ୍ତ୍ରୀ ଏବଂ ପୁରୁଷ ଏହା ପିନ୍ଧିପାରିବେ । ସେହିପରି ଏହି ସ୍ମାର୍ଟ ୱାଚେର ଏକ AI ଭଏସ୍ ଆସିଷ୍ଟାଣ୍ଟ ଅଛି ଯାହା ସାହାଯ୍ୟରେ କମାଣ୍ଡ୍ ଦେଇହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମାଜନ ଗ୍ରେଟ ଇଣ୍ଡିଆ ଫେଷ୍ଟିବଲ ଅବସରରେ 90% ପର୍ଯ୍ୟନ୍ତ ରିହାତି ଦିଆଯାଉଛି  । ଏହାର ଦାମ୍ 11 ହଜାର 999 ଟଙ୍କା ରହିଥିବା ବେଳେ ଏହାକୁ ମାତ୍ର 11ଶହ 99 ଟଙ୍କାରେ କିଣିପାରିବେ ।

Noise Twist Round dial Smart Watch with Bluetooth Calling Smartwatchସ୍ମାର୍ଟ ୱାଚରେ ରାଉଣ୍ଡ ଡିସପ୍ଲେ ଏବଂ ଷ୍ଟାଇଲିସ୍ ମେଟାଲିକ୍ ଫିନିସ୍ ଯୋଗୁଁ ଦେଖିବାକୁ ଆକର୍ଷଣୀୟ ଲାଗିଥାଏ । ଏଥିରେ 13.8 ଇଞ୍ଚର TFT ଡିସପ୍ଲେ ଅଛି । ଏହାକୁ ଆପଣଙ୍କର ମୋବାଇଲ୍ ଫୋନ୍ ସହିତ ସଂଯୋଗ କରି କଲ୍ ଲଗ୍, ଡାଏଲ୍ ପ୍ୟାଡ୍, ମେସେଜ ଇତ୍ୟାଦି ପରିଚାଳନା କରିପାରିବେ । ଏହାର ଦାମ୍ ରହିଛି ମାତ୍ର 14ଶହ 99 ଟଙ୍କା ।

Redmi Watch 5 Active BT Calling Smartwatch: ଏହି ରେଡମି ସ୍ମାର୍ଟୱାଚରେ ଶକ୍ତିଶାଳୀ ବ୍ୟାଟେରୀ ରହିଛି । ଥରେ ଚାର୍ଜ କଲେ ଏହା 18 ଦିନ ପର୍ଯ୍ୟନ୍ତ ଚାଲିପାରିବ । ସବୁଠୁ ବିଶେଷତା ହେଲା ଏଥିରେ ପାଣି ପଡିଲେ ଖରାପ ହେବ ନାହିଁ । ଏହି ଘଣ୍ଟାର ସାହାଯ୍ୟରେ, ତୁମେ ତୁମର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ସକ୍ଷମ ହେବ, ଏଥିରେ 140 ରୁ ଅଧିକ ସପୋର୍ଟ ମୋଡ୍ ଅଛି ।  ଏହାର ଦାମ୍ ରହିଛି 2499 ଟଙ୍କା ।

Get real time updates directly on you device, subscribe now.