fbpx

Mahadev Greens ପୂରଣ କରିବ ଆପଣଙ୍କ ସ୍ୱପ୍ନ: ଟ୍ୱିନ୍ ସିଟିରେ କମ୍ ବଜେଟରେ ପାଆନ୍ତୁ ହାଇପ୍ରୋଫାଇଲ୍ ଘର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଦୁନିଆରେ ନିଜର ଘର ଖଣ୍ଡେ ପାଇବା ସମସ୍ତଙ୍କ ପାଇଁ ଏକ ସ୍ୱପ୍ନ ରହିଥାଏ । ତେବେ ଅର୍ଥାଭାବରୁ ଅନେକଙ୍କର ସେହି ସ୍ୱପ୍ନ ପୂରଣ ହୋଇ ପାରିନଥାଏ । ତେବେ ଆପଣଙ୍କର ସେହି ସ୍ୱପ୍ନକୁ ବାସ୍ତବତାର ରୂପ ଦେବ ‘ମହାଦେବ ଗ୍ରୀନ୍ସ’ । କମ୍ ବଜେଟରେ ଆକର୍ଷଣୀୟ ତଥା ହାଇପ୍ରୋଫାଇଲର ଘର ଆପଣମାନେ ପାଇପାରିବେ ଟ୍ୱିନ୍ ସିଟିରେ । ଆଜିର ସମୟରେ ଜାଗା ଖଣ୍ଡେ କିଣିବା ସାଧାରଣ ଲୋକଙ୍କ ପାଇଁ କାଠିକାର ପାଠ ହୋଇଥିବା ବେଳେ ମହାଦେବ ଗ୍ରୀନ୍ସ ଏ କ୍ଷେତ୍ରରେ ଗେମ୍ ଚେଞ୍ଜର ସାଜିବ ।

ତେବେ ଆପଣମାନେ ମହାଦେବ ଗ୍ରୀନ୍ସ ଉପରେ ଭରସା କରି ଭୁବନେଶ୍ୱର ଓ କଟକର ପ୍ରମୁଖ ସ୍ଥାନମାନଙ୍କରେ ବଢ଼ିଆ ଘର ପାଇ ପାରିବେ । କଟକର ତ୍ରିଶୁଳିଆ ଠାରୁ ମାତ୍ର ୩.୭ କିମି ଦୂରରେ ଆଗାମୀ ଦିନରେ ମେଟ୍ରେ ଷ୍ଟେସନ ନିର୍ମିତ ହେବାକୁ ଯାଉଥିବା ବେଳେ ସେହି ଅଞ୍ଚଳରେ ଆପଣମାନେ ସ୍ୱପ୍ନର ଘର ପାଇବାର ସୁଯୋଗ ରହିଛି । ମହାଦେବ ଗ୍ରୀନ୍ସ ଭୁବନେଶ୍ୱର ଓ କଟକର ବାସିନ୍ଦାଙ୍କୁ ଏକତା ସୂତ୍ରରେ ଯୋଡ଼ିବାକୁ ପ୍ରୟାସ ଆରମ୍ଭ କରିଛି । ‘More Space, More Greens, More Life’ ଏହି ସଂକଳ୍ପ ନେଇ ମହାଦେବ ଗ୍ରୀନ୍ସ ପ୍ରୋଜେକ୍ଟ ଡିଜାଇନ୍ କରି ଲୋକଙ୍କୁ ସେମାନଙ୍କ ପରିବାର ସହ ଶାନ୍ତିରେ ଜୀବନ ବିତାଇବାକୁ ସୁଯୋଗ ଦେଉଛି ।

ମହାଦେବ ଗ୍ରୀନ୍ସ ରେସିଡେଣ୍ଟସଙ୍କ ପାଇଁ ୪୫ରୁ ଅଧିକ ବିଶ୍ୱସ୍ତରୀୟ ପ୍ରୋଜେକ୍ଟ ନିର୍ମାଣ କରିଛି । ଲଗଜୁରିୟସ ଇନଡୋର ସ୍ୱିମିଂ ପୁଲ, ସ୍ପୋର୍ଟ ଏରିନା, କିଡସ ପ୍ଲେ ଏରିଆ, ଗେଷ୍ଟ ରୁମ୍, ଡ୍ରାଇଭର୍ସ ରେଷ୍ଟ ରୁମ, ଜିମ୍ ଓ ରୁଫଟପ୍ ଯୋଗ ଡେକ, ରୁଫଟପ ପାର୍ଟି ଡେକ ଆଣ୍ଡ ହୋମ ଥିଏଟର, ରେନ ଡ୍ୟାନ୍ସ ଆଣ୍ଡ ବାଙ୍କୁଏଟ ହଲ, ଏକ୍ସକ୍ଲୁସିଭ କ୍ଲବହାଉସ ଓ ହିଲିଂ ଗାର୍ଡେନ ଆଦି ସୁବିଧା ପ୍ରଦାନ କରୁଛି ମହାଦେବ ଗ୍ରୀନ୍ସ । ମହାଦେବ ଗ୍ରୀନ୍ସ ଏକ ଆବାସିକ ପ୍ରୋଜେକ୍ଟ ନୁହେଁ, ଏହା ଭବିଷ୍ୟତର ଏକ ଭିଜନ । ମହାଦେବ ଗ୍ରୀନ୍ସ ଓଡ଼ିଶାର ରିୟଲ ଇଷ୍ଟେଟ ମାର୍କେଟରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ତେଣୁ ଆଉ ଡେରି କାହିଁକି, ମହାଦେବ ଗ୍ରୀନ୍ସର ଅଫର ବିଷୟରେ ସବିଶେଷ ସୂଚନା ପାଇବା ପାଇଁ ୯୯୩୮୦୩୩୨୧୬ ନମ୍ବରରେ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.