fbpx

ଗଞ୍ଜାମର ସମସ୍ତ ସରକାରୀ ଅଫିସ୍‌ରେ ମନିଟର ନିଯୁକ୍ତ

ଗଞ୍ଜାମ,୬/୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ବଢି ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଏନେଇବଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍‌ରେ ମନିଟର ନିଯୁକ୍ତ କରାଯାଇଛି। କର୍ମଚାରୀଙ୍କ କୋରୋନା ଲକ୍ଷଣ ବାହାରିଲେ ମନିଟର ପ୍ରଶାସନକୁ ଜଣାଇବେ । ସେମାନଙ୍କ ସ୍ବାବ୍‌ ଟେଷ୍ଟ ସହ ଚିକିତ୍ସା ଦାୟିତ୍ବ ମନିଟର ନେବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.