fbpx

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ, ୨୦ା୧୨(ଓଡ଼ିଶା ଭାସ୍କର): ପୁରୀ ଶ୍ରମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି । ସେହି ବୈଠକରେ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ମୁଖ୍ୟ ପ୍ରଶାସକ କିଷନ କୁମାର ମଧ୍ୟ ଉପସ୍ଥିତ ରହିଛନ୍ତି । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ଏନେଇ ଜାନୁଆରି ୮ରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବ ଶ୍ରୀମନ୍ଦିର ପ୍ରଶାସନ ।

Get real time updates directly on you device, subscribe now.