• Likes
  • Followers
  • Subscribers
  • Followers
  • Android App
  • Saturday, August 9, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଡିସେମ୍ବର ୨୨ରେ ହେବ ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦ ପାଇଁ ଲିଖିତ ପରୀକ୍ଷା

ଡିସେମ୍ବର ୨୨ରେ ହେବ ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦ ପାଇଁ ଲିଖିତ ପରୀକ୍ଷା

By Manas Pradhan On Dec 7, 2024 at 4:07 PM
OPSC
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ନିଯୁକ୍ତି ପାଇବାକୁ ଥିବା ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୨୨ ତାରିଖ (ରବିବାର) ଦିନ ଏହି ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଭୁବନେଶ୍ୱର ଜୋନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ୧୭ ତାରିଖ ପରଠାରୁ ପ୍ରାର୍ଥୀମାନେ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ସୂଚନାଯୋଗ୍ୟ ଯେ, ମୋଟ ୧୩ଟି ଖାଲି ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ଗତ ଏପ୍ରିଲ ମାସ ୪ ତାରିଖରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମେ ୫ ତାରିଖରେ ତାହା ସମାପ୍ତ ହୋଇଥିଲା ।

 

ଆହୁରି ପଢନ୍ତୁ

ଆଜି କନ୍ୟା ରାଶିର ଲୋକଙ୍କୁ ମିଳିବ ସରପ୍ରାଇଜ୍…

ଆଜି ମହିଳାଙ୍କୁ ସରକାର ଦେବେ ରାକ୍ଷୀ ଉପହାର:…

Share

Prev Post

ପ୍ଲେନ୍ ଭିତରେ S*X……, ଭିଡିଓ ଭାଇରାଲ କରିଦେଲେ ପାଇଲଟ, ସମାଲୋଚନା ପରେ ତଦନ୍ତ କରିବ କହିଲା କମ୍ପାନୀ

Next Post

କଳିଯୁଗରେ ଭଗବାନ କୃଷ୍ଣଙ୍କ ଦେହରେ ବି ଲଗାଇଦେଲେ ନିଆଁ

You might also like More from author
Featured

ଆଜି କନ୍ୟା ରାଶିର ଲୋକଙ୍କୁ ମିଳିବ ସରପ୍ରାଇଜ୍ ଗିଫ୍ଟ, କୁମ୍ଭ ରାଶିର ବ୍ୟକ୍ତି କରିବେ ଜବରଦସ୍ତ…

Breaking News

ଆଜି ମହିଳାଙ୍କୁ ସରକାର ଦେବେ ରାକ୍ଷୀ ଉପହାର: ସୁଭଦ୍ରା ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ…

Featured

କଳିଯୁଗ ପୁଅ: ସ୍ତ୍ରୀ ଏବଂ ସାଙ୍ଗମାନଙ୍କ ସହ ମିଶି ବାପାକୁ ଜୀବନରୁ ମାରିଦେଲା, ଗୁଳି କରି ହତ୍ୟା

Featured

ଯୁବତୀଙ୍କ କାନ୍ଦ ଦେଖି ତରଳିଗଲେ ପୋଲିସ୍ ବାବୁ, ଫେରାଇ ଦେଲେ ଜବତ କରିଥିବା ସ୍କୁଟି

Featured

୧୦ମ ଟପ୍ପରଙ୍କ ସହ ଗଣ ଦୁଷ୍କର୍ମ! ଘର ଲୋକଙ୍କ ଅଭିଯୋଗ-୮ଦିନ ପୂର୍ବରୁ କିପନାପ, ପରେ ଆଣି ଘରପାଖେ…

Featured

୪୦ ବର୍ଷ ପର୍ଯ୍ୟନ୍ତ ଭିକ ମାଗି ସଞ୍ଚୟ କରିଥିଲେ ୧.୮୩ ଲକ୍ଷ, ପରେ ମନ୍ଦିର ନିର୍ମାଣରେ କରିଦେଲେ ଦାନ

Prev Next
Advertisement
ADVERTISEMENT
Odisha Bhaskar

Recent Posts

ବିଗ ବି’ଙ୍କ Love Story: ଅମିତାଭଙ୍କ…

ଭାଟାନିମ୍-Dର ଅଭାବ, ଶରୀରର ଏହି ଅଙ୍ଗକୁ ଅଧିକ…

କାହିଁକି ପାଳନ ହୁଏ ରକ୍ଷା ବନ୍ଧନ, କିପରି…

ପୁଣି ୧୩ ତାରିଖରେ ବଡ଼ ଲଘୁଚାପ, ଆଲର୍ଟ ଜାରି…

ଆଜି କନ୍ୟା ରାଶିର ଲୋକଙ୍କୁ ମିଳିବ ସରପ୍ରାଇଜ୍…

ଅଗଷ୍ଟ ୧୫ରେ ପୁଟିନଙ୍କ ସହ ଦେଖା କରିବେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଆଜି କନ୍ୟା ରାଶିର ଲୋକଙ୍କୁ ମିଳିବ ସରପ୍ରାଇଜ୍…

ଆଜି ମହିଳାଙ୍କୁ ସରକାର ଦେବେ ରାକ୍ଷୀ ଉପହାର:…

କଳିଯୁଗ ପୁଅ: ସ୍ତ୍ରୀ ଏବଂ ସାଙ୍ଗମାନଙ୍କ ସହ…

ଯୁବତୀଙ୍କ କାନ୍ଦ ଦେଖି ତରଳିଗଲେ ପୋଲିସ୍ ବାବୁ,…

Prev Next 1 of 27,504
© 2025 - TK Digital All Rights Reserved.