Breaking: ଭୁବନେଶ୍ୱରରେ ଚାଞ୍ଚଲ୍ୟ : ମହିଳାଙ୍କୁ ଏକତରଫା ପ୍ରେମ କରି ଛାତରୁ ଡେଇଁଲେ ଯୁବକ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ହୋଟେଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ଏକତରଫା ପ୍ରେମ ପାଇଁ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ । ମହିଳାଙ୍କ ପ୍ରେମରେ ପଡ଼ିଥିଲେ ଯୁବକ । ଯୁବକଙ୍କ ଆତ୍ମହତ୍ୟା ନେଇ ଚାରିଆଡ଼େ ଚର୍ଚ୍ଚା ପୋଲିସ ପକ୍ଷରୁ ତଦନ୍ତ ଜାରି ।