• Likes
  • Followers
  • Subscribers
  • Followers
  • Android App
  • Monday, June 9, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI MAY 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Featured
  • ବର୍ଷକ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଏତିକି ଟଙ୍କା ଆସିଥିଲେ, ପଛରେ ପଡିଯିବ ଆଇନ, ଯୋଗାଡ ରଖନ୍ତୁ ଏହି ପ୍ରମାଣ

ବର୍ଷକ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଏତିକି ଟଙ୍କା ଆସିଥିଲେ, ପଛରେ ପଡିଯିବ ଆଇନ, ଯୋଗାଡ ରଖନ୍ତୁ ଏହି ପ୍ରମାଣ

By Chinmayee Beura On Dec 15, 2024 at 6:05 PM
Share

ନୂଆଦିଲ୍ଲୀ: ଆପଣଙ୍କ ସେଭିଙ୍ଗସ ଆକାଉଣ୍ଟରେ ଅନେକ ସୀମାରୁ ଅଧିକ କ୍ୟାସ ଜମା ହେଉନାହିଁ ତ? ଯଦି ଏହା ଉପରେ ନଜର ନାହିଁ ତେବେ ଆପଣଙ୍କ ଉପରେ ବିପଦ ଆସିପାରେ । ବର୍ଷକ ମଧ୍ୟରେ ୧୦ ଲକ୍ଷରୁ ଅଧିକ କ୍ୟାସ ଯେଉଁ ଦିନ ଆପଣଙ୍କ ସଞ୍ଚୟ ଖାତାରେ ଜମା ହୋଇଯିବ, ସେହି ଦିନ ଆପଣଙ୍କ ପଛରେ ଆଇନ ପଡିଯିବ । ଆପଣଙ୍କୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ନୋଟିସ ମିଳିଯିବ । ଏହାପରେ ଆପଣଙ୍କୁ ପ୍ରତି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।

ଯଦି ଆପଣ ଉତ୍ତର ଦେବାରେ କିମ୍ବା ପ୍ରମାଣ ଦାଖଲ କରିବାରେ ବିଫଳ ହୁଅନ୍ତି ତେବେ ଆପଣଙ୍କ ବିରୋଧରେ କଡାକଡି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଆପଣଙ୍କ ବ୍ୟାଙ୍କ ଖାତା ଫ୍ରିଜ ହୋଇପାରେ ଏବଂ ଆପଣଙ୍କୁ ଜେଲ ପଠାଯାଇପାରେ । ଏଥିପାଇଁ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ । ଆପଣଙ୍କ ଆକାଉଣ୍ଟରେ କିଏ ଏବଂ କେତେବେଳେ ଟଙ୍କା ପଠାଇଛି, ତାହା ଆପଣ ଜାଣିବା ନିହାତି ଆବଶ୍ୟକ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ଆପଣଙ୍କୁ ସମସ୍ତ ପ୍ରମାଣ ପତ୍ର ଦାଖଲ କରିବାକୁ ମଧ୍ୟ ପଡିବ । ଏଥିସହ ଏହା ଦେଖାଇବାକୁ ପଡିବ ଯେ, ଏହି ସମସ୍ତ ପ୍ରମାଣପତ୍ର ଆପଣ ଇନକମ ଟ୍ୟାକ୍ସକୁ ଦେଖାଇଛନ୍ତି କିମ୍ବା ଦେଖାଇବେ । ଯଦି ଏପରି ହୋଇନାହିଁ ତେବେ ଆପଣଙ୍କୁ ଏହା ମଧ୍ୟ ପ୍ରମାଣ କରିବାକୁ ଯେ, ଆପଣଙ୍କ ଆକାଉଣ୍ଟରେ ଜମା ହୋଇଥିବା କ୍ୟାସ ଟ୍ୟାକ୍ସେବଲ ଇନକମ କି ନୁହେଁ ।

Share

Prev Post

(Video) ଟ୍ରେନ ଟ୍ରାକରେ ମହିଳା, ଅଟକିଲା ଟ୍ରେନ୍, ଉଠାଇନେଲେ ଯାତ୍ରୀ

Next Post

ଆକାଉଣ୍ଟ ସହ ଜଡ଼ିତ କିଛି ନିୟମ ବଦଳାଇଲା ଏହି ବ୍ୟାଙ୍କ, ଏବେ ପୂର୍ବ ତୁଳନାରେ ଦେବାକୁ ପଡ଼ିବ ନୂଆ ଚାର୍ଜ

You might also like More from author
Breaking News

ଟିମ୍‌ ଇଣ୍ଡିଆର ପ୍ରାକ୍ଟିସ୍‌ରେ ଦୁର୍ଘଟଣା: ଇଂଲଣ୍ଡରେ ପ୍ରଥମ ଦିନରେ ଏହି ଷ୍ଟାର ଖେଳାଳି ଆହତ

Top Stories

ଡାକ୍ତରଙ୍କୁ ବ୍ଲାକମେଲ୍ କରି ଟଙ୍କା ନେଉଥିଲେ ଯୁବତୀ, ପ୍ରତିଶୋଧ ପରାୟଣ ହୋଇ ଜୀବନରୁ ମାରିଦେଲେ!

Breaking News

ମହିଳାଙ୍କ ବିକାଶ ଠାରୁ ମହିଳା କୈନ୍ଦ୍ରିକ ବିକାଶ ଦିଗରେ ଅଗ୍ରସର ହେଉଛି ଭାରତ

Top Stories

ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ସାମ୍ବାଦିକ ସମ୍ମିଳନୀ କରି ବୁଝାଇଲେ ଭକ୍ତ ଦାସ, କହିଲେ ନିର୍ବାଚନ…

Breaking News

ରାଜ୍ୟରେ ଆଉ ନୂଆ ୪ କରୋନା ଆକ୍ରାନ୍ତ ଟିହ୍ନଟ, ୪୯ରେ ପହଞ୍ଚିଲା ସଂଖ୍ୟା

ଜ୍ଞାନ ବିଜ୍ଞାନ

ଭୂମିଠାରୁ ୪୦୦ ଫୁଟ ଉଚ୍ଚରେ ରହିଛି ବିଜୟ ମାଲାଙ୍କ ‘ହ୍ୱାୱା ମହଲ’, ଏହି ଘରେ କେବେ ରହିବାର ମିଳିନି…

Prev Next
Odisha Bhaskar

Recent Posts

ଟିମ୍‌ ଇଣ୍ଡିଆର ପ୍ରାକ୍ଟିସ୍‌ରେ ଦୁର୍ଘଟଣା:…

ଡାକ୍ତରଙ୍କୁ ବ୍ଲାକମେଲ୍ କରି ଟଙ୍କା ନେଉଥିଲେ…

ମହିଳାଙ୍କ ବିକାଶ ଠାରୁ ମହିଳା କୈନ୍ଦ୍ରିକ…

ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ସାମ୍ବାଦିକ…

ପାକିସ୍ତାନକୁ ଅଧା ଦାମରେ ୩୦ ବିପଦପୂର୍ଣ୍ଣ…

କଣ୍ଡୋମ୍ ବ୍ୟବହାର ପରେ ବି ହୋଇପାରେ ଏଚ୍ଆଇଭି,…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଟିମ୍‌ ଇଣ୍ଡିଆର ପ୍ରାକ୍ଟିସ୍‌ରେ ଦୁର୍ଘଟଣା:…

ଡାକ୍ତରଙ୍କୁ ବ୍ଲାକମେଲ୍ କରି ଟଙ୍କା ନେଉଥିଲେ…

ମହିଳାଙ୍କ ବିକାଶ ଠାରୁ ମହିଳା କୈନ୍ଦ୍ରିକ…

ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ସାମ୍ବାଦିକ…

Prev Next 1 of 26,695
© 2025 - TK Digital All Rights Reserved.